ନୂଆଁଖାଇ ପରଦିନ ବୌଦ୍ଧଜିଲ୍ଲାକୁ ମିଳିଲା ସ୍ୱତନ୍ତ୍ର ଛୁଟି

0 74

ବୌଦ୍ଧ,୧୨ା୫ :- ବୌଦ୍ଧ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁଙ୍କ ସୁପାରିଶ କ୍ରମେ ପଶ୍ଚିମ ଓଡିଶାର ପାରମ୍ପାରିକ ଗଣପର୍ବ ନୂଆଁଖାଇ ଉତ୍ସବର ପରଦିନ ବୌଦ୍ଧ ଜିଲ୍ଲାକୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରିଛନ୍ତି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୋଟିଫିକେସନ ନମ୍ବର ୩୪୦୭୦. ତା ୦୧.୧୧.୨୦୨୨ କ୍ରମେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ସାଧାରଣ ଏବଂ ବିବିଧ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୪୬୦୧ତା ୧୨.୫.୨୩ରେ ବୌଦ୍ଧଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ଏହାଦ୍ୱାରା ଜିଲାବାସୀ ଧୁମଧାମରେ ନୁଆଁଖାଇ ପର୍ବ ପାଳନ କରିପାରିବେ ।

hiranchal ad1
Leave A Reply

Your email address will not be published.

6 − four =