ନୂଆଗାଁ ବ୍ଲକର ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର

0 95

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଲେ ଡାକ୍ତର । ସୂଚନା ମୁତାବକ ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩ଟି ସ୍ୱାସ୍ଥ୍ୟ କେନ୍ଦ୍ରର ବହୁଦିନ ଧରି ଡାକ୍ତର ନଥିଲେ । ଏହି ଅବସରରେ ଆଜି ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦେଇଛନ୍ତି ଡାକ୍ତର ବ୍ରହ୍ମ ପ୍ରସାଦ ଷଡଙ୍ଗୀ । ସେହିପରି ଜଗନ୍ନାଥପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସୌମ୍ୟା ଶୁଭଦର୍ଶିନୀ, ବାହାଡଝୋଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସୌରଭ ସୁମନ ସ୍ୱାଇଁ ଯୋଗଦେଇଛନ୍ତି । ଏହି ସୂଚନା ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସତୀଶ ନିବେଦନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × four =