ଗଣମାଧ୍ୟମରେ ପ୍ରଚାର ପରେ ଗୁପ୍ତେଶ୍ୱରଙ୍କୁ ମିଳିଲା ବକେୟା ୧୭୦୦୦ ଭତ୍ତା ଟଙ୍କା

0 148

ହରଭଙ୍ଗା ୨୨/୮.- ହରଭଙ୍ଗା ବ୍ଲକ ସଂକୁଲେଇ ପଂଚାୟତ ମଲ୍ଲିକପଡା ଗ୍ରାମର ଭିନ୍ନକ୍ଷମ ଅସହାୟ ବୃଦ୍ଧ ଗୁପ୍ତେଶ୍ୱର ଗାଈଗୌରିଆ ପ୍ରାୟ ଏକବର୍ଷରୁ ଉଦ୍ଧ୍ୱର୍ ଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିଲେ । ପରବର୍ତ୍ତୀ ସମୟରେ ଗୋଡ଼ ଭାଙ୍ଗିଯିବା ଓ ଭିନ୍ନକ୍ଷମ ହେବା, ଅନ୍ୟପଟେ ଫିଙ୍ଗର ଟିପ୍ସ ଆସୁନଥିବାରୁ ଭତ୍ତାଟଙ୍କା ପାଇବାରେ ବଞ୍ଚିତ ହୋଇଥିବା ଜଣାପଡିବାପରେ ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରକାଶ ପରେ ତୁରନ୍ତ ବୃଦ୍ଧଙ୍କୁ ବକେୟା ଭତ୍ତା ଟଙ୍କା ପ୍ରଦାନ ପାଇଁ ବ୍ୟାଙ୍କ କର୍ମଚାରୀଙ୍କୁ ନିର୍ଦ୍ଦେର୍ଶ ପରେ ଆଜି ଧଳପୁର ଇଣ୍ଡିଆନ ବ୍ୟାଙ୍କ କର୍ମଚାରୀ ବୃଦ୍ଧ ଗୁପ୍ତେଶ୍ୱରଙ୍କ ଘରକୁ ଯାଇ ବକେୟାଥିବା ୧୭ହଜାର ଟଙ୍କା ନଗଦ ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

one + 14 =