ବୌଦ୍ଧ ବ୍ଲକରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ”ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

0 78

ବୌଦ୍ଧ,୧୨/୧୦:- ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ବ୍ଲକଠାରେ ବ୍ଲକସ୍ତରୀୟ “ମୋ ମାଟି ମୋ ଦେଶ
କାର୍ଯ୍ୟକ୍ରମର ସମାପନ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକ୍‌ ଅନ୍ତର୍ଗତ ସମସ୍ତ ଶକ୍ତିକେନ୍ଦ୍ରର ଗ୍ରାମ ମାନଙ୍କରେ ହୋଇଥିବା କାର୍ଯ୍ୟକ୍ରମରେ ସଂଗୃହିତ ଅମୃତ ମାଟି କଳସ ଗୁଡ଼ିକ ଏକତ୍ର କରି ଏକ ସ୍ୱତନ୍ତ୍ର ମାଟି କଳସରେ ସଂଗ୍ରହ କରାଯାଇଥିଲା ।ଏହାକୁ ଆଗାମୀ ଦିନରେ ଜିଲ୍ଲାସ୍ତରରୁ ଭୁବନେଶ୍ୱର ଠାରୁ ଦିଲ୍ଲୀ ସିଧାସଳଖ ନେବାର ବ୍ୟବସ୍ଥା କରାଯାଉଛି । ସଂଗୃହିତ ଅମୃତ ମାଟି କଳସକୁ ଧରି ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ହରିବୋଲ, ହୁଳହୁଳି, ଭାରତ ମାତା କି ଜୟ ଧ୍ୱନି ସୃଷ୍ଟି ଓ ନାରାଦେଇ ପରିକ୍ରମା କରାଯାଇଥିଲା ।

hiring

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ କହ୍ନେଇ ଚରଣ ଡ ।ଙ୍ଗ କଣ୍ଟାମାଳ ବିଧାନସଭାର ପୂର୍ବ ବିଧାୟକ ପ୍ର ।ଥି , ଦଳର ବରିଷ୍ଠ ନେତା ସରୋଜ କୁମାର ପ୍ରଧାନ, ଶ୍ୟାମ ସୁନ୍ଦର ପୁରୋହିତ ,ତାପସ କୁମାର ପଟ୍ଟନାୟକ , ସୁଶାନ୍ତ ବାଘ, ସୂର୍ଯ୍ୟ ନାରାୟଣ ମହାପାତ୍ର , ନିବେଦିତା ମହାକୁଡ, ମୀନାରାଣୀ ମିଶ୍ର , ତ୍ରିପୁରାରି ବେହେରା, ମାଗୁଣି ଗାଈଗୌରିଆ ,ପ୍ରଣବ ନାୟକ, ସ୍ୱରୂପା ପଟ୍ଟନାୟକ,ସତ୍ୟାନନ୍ଦ ପାଣ୍ଡେ, ବିପିନ ପ୍ରଧାନ, କାଇଁଚ ପ୍ରଧାନ , ନବୀନ ହୋତା , ଯୀଶୁ ପ୍ରଧାନ , ନିରଞ୍ଜନ କର୍ଣ୍ଣ ,ଶମ୍ଭୁ ପ୍ରଧାନ, ଶମ୍ଭୁ ଗାଈଗୌରିଆ , ବିକାଶ ମହାକୁଡ ପ୍ରମୁଖ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

6 − five =