ଅବକାରୀ ବିଭାଗର ଚଢାଉ,୫୫ଲିଟର ମହୁଲି ମଦ ଜବତ

0 197

ଚମ୍ପୁଆ,୨୮/୫: ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦିପ୍ତ ଦାସଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ ରେଂଜ ନିରିକ୍ଷକ ଏଚ୍‌ ଯୋଗା ରାଓଙ୍କ ତତ୍ୱାବଧାନରେ ଯୋଡା ଅଂଚଳର ବନ୍ଧୁଆବେଡାରେ ଅବକାରୀ ବିଭାଗର ଅତର୍କିତ ଚଢାଉ ପରେ ସେହି ଗ୍ରାମର ସୌଦାଗର ହଂସ (୩୦)ଙ୍କୁ ଗୋଟିଏ ଟିଭିଏସ ଆପାଚି ମୋଟର ସାଇକେଲ ଯାହାର ନମ୍ବର ଓଡି୦୯ସି୩୨୩୭ ସହିତ ୫୫ଲିଟର ମହୁଲି ମଦ ତାଙ୍କ ପାଖରୁ ଜବତ କରାଯାଇଛି । ଏ ନେଇ କେଶ ନଂ ୧୯/୨୦୨୪ରେ ମାମଲା ରଜୁ କରି ତାଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଚଢାଉ ସମୟରେ ଇନସ୍ପେକ୍ଟର ଏଚ୍‌ ଯୋଗା ରାଓ, କନେଷ୍ଟବଳ ସୁଶାନ୍ତ ମହାନ୍ତ, ଗୌତମ ଦାସ ଏଥିରେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

13 − 4 =