ଯାତ୍ରୀ ଆଶ୍ରୟସ୍ଥଳୀ ମଧ୍ୟରେ ପାଣି, ଯାତ୍ରୀ ହନ୍ତସନ୍ତ

0 98

ନୟାଗଡ଼ଜିଲା : (ନୂଆଗାଁ ) ସାମାନ୍ଯ ବର୍ଷା ରେ ଯାତ୍ରୀ ଆଶ୍ରୟସ୍ଥଳୀ ମଧ୍ୟ ରେ ଆଣ୍ଠୁଏ ପାଣି, ଯାତ୍ରୀ ହନ୍ତସନ୍ତ। ସୂଚନା ଥାଉ କି ନୂଆଗାଁରୁ ବାହାଡାଝୋଲାକୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତା ଶିମିଳିସାହି ଛକରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦ୍ରୁଶ୍ଯ ସାମାନ୍ୟ ବର୍ଷା ହେଲେ ଶିମିଳିସାହି ଯାତ୍ରୀ ବିଶ୍ରାମଘର ଭୀତ ରେ ଯମୁଛି ଆଣ୍ଠୁଏ ପାଣି। କାରଣ ବସ ଷ୍ଟାଣ୍ଡ ନିର୍ମାଣ ହୋଇଥିଲେ ମଧ୍ୟ ପାଣି ନିଷ୍କାସନ ପାଇଁ ସୁବ୍ୟବସ୍ଥ ନଥିବାରୁ ବର୍ଷା ହେବ ଦ୍ଵାରା ଯାତ୍ରୀ ବିଶ୍ରାମଗୃହ ଭୀତ ରେ ଯାହା ବି ପାଣି ପ୍ରବେଶ କରେ ତାହା ବାହାରେ ନାହି । ଜଦ୍ଵାରକି ଯାତ୍ରୀ ମାନେ ନହିନଥିବା ଅସୁବିଧା ର ସମୁଖୀନ ହେଉଅଛନ୍ତି । ସାଧାରଣ ରେ ଆଲୋଚନା ହେଉଅଛି କି, ଆଶ୍ରୟ ସ୍ଥଳୀ ରେ ଯଦି ଏଭଳି ପାଣି ଜମି ରହିବ ତାହେଲେ ଆଶ୍ରୟସ୍ଥଳୀ ରହିକି ଲାଭ କଣ ? ଏହି ସମସ୍ଯା ର ଶୀଘ୍ର ସମାଧାନ କର। ଗଲେ ଅନ୍ଚଳବାସୀ ଖୁସି ପ୍ରକାଶ କରିବେ ।

hiranchal ad1
Leave A Reply

Your email address will not be published.

one + 4 =