ଜନ୍ମଦିନ ପାଳନ କଲେ ଅକ୍ଷିତ ପଣ୍ଡା

0 14

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ତଥା ସମ୍ବଲପୁର ସହର ଅମ୍ବିରା ନଗରର ମୂଳନିବାସୀ ବାଳ ଗୋପାଳ ପଣ୍ଡା ଓ ଧର୍ମପତ୍ନୀ ସୌମ୍ୟ ସୁଲେଖା ପଣ୍ଡାଙ୍କ ସୁପୁତ୍ର ଅକ୍ଷିତ ପଣ୍ଡାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଯୁଯୁମୁରା ଆଶ୍ରମରେ ପାଳନ କରି ସମାଜକୁ ଏକ ମହତ ବାର୍ତ୍ତା ପ୍ରଦାନ କରିଛନ୍ତି। ସାଧାରଣତଃ ପିଲାମାନଙ୍କ ଜନ୍ମଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି କିନ୍ତୁ ଯୁଯୁମୁରା ଆଶ୍ରମ ଯାଇ ଜନ୍ମଦିନ ପାଳନ କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ ଉଦ୍ୟମ ବୋଲି ବିଜେପୁର ଅଞ୍ଚଳର ସ୍ଥାନୀୟ ବାସିନ୍ଦା ମତାମତ ଦେଇଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମଚାରୀ ଶ୍ରୀ ବାଳ ଗୋପାଳ ପଣ୍ଡା ଯୁଯୁମୁରା ଆଶ୍ରମରେ ଅନ୍ତେବାସୀଙ୍କୁ ସୁସ୍ୱାଦୁ ଭୋଜନ ପ୍ରଦାନ କରିଛନ୍ତି। ବାଳ ଗୋପାଳ ପଣ୍ଡାଙ୍କ ନିଃସ୍ଵାର୍ଥପର ସେବା ପାଇଁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରୁଛନ୍ତି।

hiranchal ad1
Leave A Reply

Your email address will not be published.

thirteen − 9 =