ସ୍ମିତାରାଣୀ ହତ୍ୟାକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ଭେଟି ନ୍ୟାୟ ଭିକ୍ଷା କଲେ ସ୍ମୃତିରେଖା

0 48

ଯାଜପୁର/ଧର୍ମଶାଳା: ସ୍ମିତା ରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ତାଙ୍କ ପରିବାରକୁ ନ୍ୟାୟ ଦାବି ନେଇ ଧର୍ମଶାଳା ବିଜେପି ନେତ୍ରୀ ସ୍ମୁତି ରେଖା ପହି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ସ୍ମୁତି ରେଖା ବିଜେପି କର୍ମକର୍ତ। ଓ ମୃତ ସ୍ମିତାଙ୍କ ସ୍ୱାମୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭୁବନୋଶ୍ୱରରେ ସାକ୍ଷାତ କରି ଏହି ଦାବି ଜଣାଇଥିଲେ । ଆଜି ସେ ଏଠାରେ ଆୟୋଜିତ ଏକ ସ।।ମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡର ବିସ୍ତୃତ ବିବରଣୀ ଦେବା ସହ ଗଣମାଧ୍ୟମର ସହଯୋଗ ଲୋଡ଼ିଥିଲେ । ଏପରିକି ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରୁୂପେଶ ଭଦ୍ରଙ୍କ ପତ୍ନୀ କିଛି ଦିନ ତଳେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଉଠାଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ତାର କଡ଼ା ଜବାବ ରଖିଥିଲେ ।

hiranchal ad1
Leave A Reply

Your email address will not be published.

13 − 5 =