କାର୍ଯ୍ୟରେ ଯୋଗଦେଲେ ବୌଦ୍ଧର ନୂତନ ଏସ୍‌ପି

0 62

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ(ଏସ୍‌ପି) ଭାବେ ନାଗରାଜ ଦେବରକୋଣ୍ଡା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀ ନାଗରାଜ ପୋଲିସ ମୁଖ୍ୟାଳୟରେ ଏଆଇଜି ଭାବେ କାର୍ଯ୍ୟ କରୁଥିଲେ । ପୂର୍ବତନ ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଥିବା ନୂତନ ଏସ୍‌ପିଙ୍କୁ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସମସ୍ତ ଥାନାର ଅଧିକାରୀମାନେ ସ୍ୱାଗତ କରିଥିଲେ । ରାଜପ୍ରସାଦଙ୍କୁ ବାଲେଶ୍ୱର ବଦଳି କରାଯାଇଛି ।

hiring

hiranchal ad1
Leave A Reply

Your email address will not be published.

four × one =