ଓଡ଼ିଶାରେ ଅଗ୍ନିଶମ ଆଧୁନିକୀକରଣ ପାଇଁ ୨୦୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

0 47

ଭୁବନେଶ୍ୱର,୧୧।୧୧: ରାଜ୍ୟରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସହ ୩ଟି ରାଜ୍ୟ ପାଇଁ ମୋଟ ୭୨୫.୬୨ କୋଟି ମଞ୍ଜୁରୀ କରିଛନ୍ତି। ଓଡିଶା ପାଇଁ ୨୦୧ କୋଟି ଟଙ୍କା, ଛତିଶଗଡ଼ ପାଇଁ ୧୪୭.୭୬ କୋଟି, ପଶ୍ଚିମବଙ୍ଗ ପାଇଁ ୩୭୬ କୋଟି ମଞ୍ଜୁରୀ କରାଯାଇଛି। ଏହି ଟଙ୍କା ଅଗ୍ନିଶମରେ ଆଧୁନିକୀକରଣ ଓ ସଂପ୍ରସାରଣ କ୍ଷେତ୍ରରେ ଖର୍ଚ୍ଚ ହେବ।

hiranchal ad1
Leave A Reply

Your email address will not be published.

twelve − 8 =