ପୁରୀ ନରେନ୍ଦ୍ର କୋଣ ନିକଟରେ ଅଗ୍ନିକାଣ୍ଡ

0 85

ପୁରୀ-ପୁରୀ ନରେନ୍ଦ୍ର କୋଣ ନିକଟରେ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡରେ ଖାଦ୍ୟ ବିକ୍ରି ହେଉଥିବା ଠେଲା ଗାଡିଟି ସଂପୂର୍ଣ୍ଣ ଜଳିଯାଇଛି l ଠେଲା ଗାଡିରେ ଖାଦ୍ୟ ବିକ୍ରି କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା l ଯାହାଫଳରେ ଉକ୍ତ ଠେଲା ଗାଡି ସହିତ ଏକ ସେଲୁନ ମଧ୍ୟ ଜଳିଯାଇଛି l ଘଟଣା ସ୍ଥଳରେ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଛନ୍ତି l ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

eight + thirteen =