ଦିନଦ୍ବି- ପ୍ରହରେ ଯୁବକଙ୍କୁ ଛୁରୀଭୁସି ହତ୍ୟା

0 208

ଗଣିଆ,୧୪/୦୬(ହୀପ୍ର): ଦିନଦ୍ବି- ପ୍ରହରେ ଯୁବକଙ୍କୁ ଛୁରୀଭୁସି ହତ୍ୟା । ଗଣିଆ ବ୍ଲକର କିଶୋର ପ୍ରସାଦ ପଞ୍ଚାୟତର ପାଣ୍ଡରାସିଙ୍ଘା ଗ୍ରାମରେ ୨ଜଣଙ୍କ ମଧ୍ୟରେ ସାଧାରଣ ବଚସାରୁ ଛୁରୀ ମାଡରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତକ ଯୁବକ ଜଣକ ହେଲେ ସ୍ଥାନୀୟ ପାଣ୍ଡରାସିଂହା ଗ୍ରାମର ନରୋତମ ପ୍ରଧାନଙ୍କ ପୁଅ ପୁରୁଷୋତ୍ତମ ପ୍ରଧାନ । 

hiring

ଅଭିଯୁକ୍ତ ଯୁବକକୁ କାବୁ କରି ପୋଲିସର ଜିମାଦେଲେ ଲୋକେ । ଅନ୍ୟପକ୍ଷେ ଅଭିଯୁକ୍ତକୁ ପୋଲିସ ନିଜ ହେପାଜତକୁ ନେବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ଅଧିକ ପଢନ୍ତୁ : ବୋମା ମାଡରେ ଦୁଇ ଗୁରୁତର

hiranchal ad1
Leave A Reply

Your email address will not be published.

one + seven =