ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର

0 152

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ  ଲେଖକ ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର। ଉଭୟଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ସୁବ୍ରତ ସେନାପତି ‘କଦମ୍ବବନ’ ପୁସ୍ତକ ଓ ରାଜକିଶୋର ପାଢୀ ‘କେତେ ଫୁଲ ଫୁଟିଚି’ ପାଇଁ ଏହି ମର୍ଯାଦାଜନକ ପୁରସ୍କାର ପାଇବେ।

hiranchal ad1
Leave A Reply

Your email address will not be published.

five × 4 =