କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ, ଜନତା ହେଉଛନ୍ତି ହଇରାଣ

0 116

ଭୁବନେଶ୍ବର- ବାଲେଶ୍ବର କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ କରାଯାଇଥିବା ବେଳେ ଅନ୍ୟପଟେ ଓଡିଶା ବନ୍ଦ ପାଇଁ ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ। ଗାଡି ଚଳାଚଳ ହେଉନଥିବାରୁ  ଭୁବନେଶ୍ୱର ରେଳ ଷ୍ଟେସନ ବାହାରେ ଶତାଧିକ ଲୋକଙ୍କ ଭିଡ ଜମିଛି। ଏହି ଭିଡ ଭିତରେ ବି ରହିଛନ୍ତି ରୋଗୀ । ଯେଉଁମାନେ ହସ୍ପିଟାଲ ଆସି ବାଟରେ ଫସିଛନ୍ତି । କ୍ୟାନ୍ସରରେ ପୀଡିତ ଝାରସୁଗୁଡାର ମହିଳା ଭୁବନେଶ୍ୱର ଏମ୍ସରେ ଡାକ୍ତରଙ୍କୁ ଭେଟିଥାନ୍ତେ , କିନ୍ତୁ ଗାଡି ଚଳାଚଳ ହେଉନଥିବାରୁ ଷ୍ଟେସନ ବାହାରେ ଅଟକି ରହିଛନ୍ତି । 

hiranchal ad1
Leave A Reply

Your email address will not be published.

thirteen + 2 =