ଆଜି  ସଂସଦରେ ଉପସ୍ଥାପନ ହେବ ସଂଶୋଧିତ  ଆୟକର ବିଲ୍‌

0 138

ନୂଆଦିଲ୍ଲୀ: ସୋମବାର ସଂସଦରେ ଉପସ୍ଥାପନ ହେବ ସଂଶୋଧିତ  ଆୟକର ବିଲ୍‌ । ୩୧ ସଦସ୍ୟ ବିଶିଷ୍ଟ ସିଲେକ୍ଟ  କମିଟିର ସଂଶୋଧିତ ପ୍ରସ୍ତାବ ପରେ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ନୂଆ ଆୟକର ବିଲ୍‌ ୨୦୨୫କୁ ପୁଣି ଥରେ  ଆଣିଛନ୍ତି । ନୂଆ ଆଇନକୁ ବର୍ତ୍ତମାନର ଫ୍ରେମୱାର୍କ  ସହ ଯୋଡ଼ିବା ଉପରେ କମିଟି ପ୍ରସ୍ତାବ ଦେଇଛି ।  ୪୫୮୪ ପୃଷ୍ଠା ବିଶିଷ୍ଟ ରିପୋର୍ଟରେ ୫୬୬ ସଂଶୋଧନ  ପ୍ରସ୍ତାବ ଦିଆଯାଇଛି । 

hiring

ସେହିଭଳି ପୁରୁଣା ଆଇନ  ସହ ତାଳମେଳ, ଟିକସଦାତାଙ୍କୁ ଆଶ୍ୱସ୍ତି, ଆୟକର  ଟିକସ ରିଫଣ୍ଡରେ ପରିବର୍ତ୍ତନ, ୮୦ ଏମ୍‌ ଡିଡକ୍ସନ ନିୟମରେ ପରିବର୍ତ୍ତନ, ଅଣୁ ବିଜ୍‌ନେସ ଗୁଡ଼ିକୁ  ଏମ୍‌ଏସ୍‌ଏମ୍‌ଇ ସହ ସମନ୍ୱୟ ଏବଂ ପ୍ରୋଭିଡେଣ୍ଟ  ଫଣ୍ଡ୍‌ ଉପରେ ଟିଡିଏସ୍‌ ନିୟମର ପରିବର୍ତ୍ତନ  ଭଳି ପ୍ରମୁଖ ପ୍ରସ୍ତାବ ଏଥିରେ ସାମିଲ ରହିଛି ।

hiranchal ad1
Leave A Reply

Your email address will not be published.

one × two =