ନୂଆଦିଲ୍ଲୀ: ଜାପାନକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଦାୟିତ୍ବ ନେଲେ ସାନେ ତାକାଇଚି। ଜାପାନର ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ଅଧ୍ୟକ୍ଷ ସାନେ ତାକାଇଚି ମଙ୍ଗଳବାର, ଅକ୍ଟୋବର ୨୧ ତାରିଖରେ ସଂସଦ ଦ୍ୱାରା ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ସାନେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ଐତିହାସିକ, କାରଣ ସେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ତାଙ୍କ ପୂର୍ବରୁ କୌଣସି ମହିଳାଙ୍କୁ ଜାପାନରେ ଏହି ପଦବୀ ମିଳିନଥିଲା।