ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ

0 79

ଭୁବନେଶ୍ୱର : ମହଙ୍ଗା ପଡିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ। ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ। ଭୁବନେଶ୍ୱରରେ କାର୍ଯ୍ୟରତ ଲୋକସମ୍ପର୍କ ଅଧିକାରୀ ତନୁଜା ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ । 

hiring

ଲୋକସମ୍ପର୍କ ଅଧିକାରିଣୀ ତନୁଜାଙ୍କ ନାମରେ ନୂଆପଡ଼ା ଉପନିର୍ବାଚନରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆସିଥିଲା। ଉଭୟ କଂଗ୍ରେସ ଓ ବିଜେଡି ଏହି ଅଭିଯୋଗ ଆଣିଥିଲେ। ତେଣୁ ତାଙ୍କୁ ନିଲମ୍ବିତ କରିବା ସହ ନିଲମ୍ବନ ଅବଧି ମଧ୍ୟରେ ତନୁଜା ରାଜ୍ୟ ମୁଖ୍ୟାଳୟ ଭୁବନେଶ୍ବରରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ବିନା ଅନୁମତିରେ ମୁଖ୍ୟାଳୟ ନଛାଡିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି ।

hiranchal ad1
Leave A Reply

Your email address will not be published.

17 − nine =