ନଭେମ୍ବର ୭ରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’

0 147

ଭୁବନେଶ୍ୱର:  ନଭେମ୍ବର ୭ରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’। ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବନ୍ଦେ ମାତରମ’ ଗାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି।  

hiring

ସୂଚନା ଥାଉକି, ନଭେମ୍ବର ୭ରେ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ପାଳନ ହେବ। ଏହି ଦିନ ରାଜ୍ୟ ସମସ୍ତ ସ୍କୁଲ ଓ କଲେଜରେ ‘ରାଷ୍ଟ୍ରୀୟ ଗୀତ’ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରାର୍ଥନା ସଭାରେ ଛାତ୍ରଛାତ୍ରୀମାନେ ଏକାଠି ‘ବନ୍ଦେ ମାତରମ’ ଗାଇବେ ବୋଲି ଚିଠିରେ କୁହାଯାଇଛି। 

hiranchal ad1
Leave A Reply

Your email address will not be published.

13 − 1 =