ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ବ୍ରହ୍ମପୁର ଏସ୍‌ପି

0 90

କଟକ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ ହାଇକୋର୍ଟରେ ମଙ୍ଗଳବାର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି।

hiring

କ୍ଷମା ପ୍ରାର୍ଥନାକ ହାଇକୋର୍ଟ ଗ୍ରହଣ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ମାମଲା ନ ଚଲାଇବାକୁ ହାଇକୋର୍ଟ ମଙ୍ଗଳବାର ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏସ୍‌ପି ଶ୍ରବଣ ଏକ ନିର୍ବାଚନୀ ମାମଲା ସହ ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ଯୋଡ଼ି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

hiranchal ad1
Leave A Reply

Your email address will not be published.

12 + 13 =