ଆଉ ନାହାନ୍ତି ମହାନ ଅଭିନେତା ଧର୍ମେନ୍ଦ୍ର

0 94

ମୁମ୍ୱାଇ- ବଲିଉଡର ହି’ମ୍ୟାନ ଆଉ ନାହାନ୍ତି। ଆଜି ମୁମ୍ବାଇ ସ୍ଥିତ ବାସଭନବରେ ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବେଶ କିଛି ଦିନ ହେବ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ଆସୁଥିଲା। ଏପରି କି ସେ ଚଳିତ ମାସରେ ବେଶ କିଛି ଦିନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ମଧ୍ୟ ପ୍ରକାଶ ପାଇଥିଲା। ତେବେ ଧର୍ମେନ୍ଦ୍ର ସୁସ୍ଥ ହୋଇ ଘରକୁ ଫେରିଥିଲେ।

hiranchal ad1
Leave A Reply

Your email address will not be published.

eleven + 2 =