ଟ୍ୟାଙ୍କରକୁ ପିଟିଲା ବୋଲେରୋ: ୩ମୃତ

0 76

କଟକ: କଟକ-ଚୌଦ୍ୱାରରେ ବଡ ଦୁର୍ଘଟଣା ଘଟିଛି । ଚୌଦ୍ୱାର ନିକଟସ୍ଥ ରଜକଣା ଠାରେ ଟ୍ୟାଙ୍କର ସହ ପିଟି ହେଲା ବୋଲେରୋ । ଫଳରେ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ଏସସିବି ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ବୋଲେରୋଟି ଡିଭାଇଡରକୁ ଡେଇଁ ଟ୍ୟାଙ୍କର ସହ ପିଟି ହେବାରୁ ଦୁର୍ଘଟଣା ଘଟିଛି ।

hiranchal ad1
Leave A Reply

Your email address will not be published.

twelve − 11 =