କୁହୁଡି ପାଇଁ ବିମାନର ଜରୁରୀ ଅବତରଣ

0 37

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରେ ଜରୁରୀ ଅବତରଣ କରିଛି ବାରଣାସୀ ଯାଉଥିବା ବିମାନ । ଖରାପ ପାଗ ଯୋଗୁଁ ବିମାନର ଜରୁରୀକାଳିନ ଅବତରଣ ହୋଇଛି । କୁହୁଡି ପାଇଁ ମୁମ୍ବଇ-ବାରଣାସୀ ଏୟାର ଇଣ୍ଡିଆ ବିମାନର ରୁଟ୍‌ ଡାଇଭର୍ଟ କାଯାଇଛି । ଅତ୍ୟଧିକ କୁହୁଡି କାରଣରୁ ବାରଣାସୀରେ ଅବତରଣ କରିପାରିଲାନି ବିମାନ । ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । କୁହୁଡି ପାଇଁ ଭୁବନେଶ୍ୱରରୁ ୩ଟି ବିମାନ ବାତିଲ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

1 × five =