ସୁନ୍ଦରଗଡରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ

0 53

ସୁନ୍ଦରଗଡ଼: ଗତକାଲି ଗୋମାଂସ ଗୁଜବକୁ ନେଇ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିଲା। ପରସ୍ପର ଉପରେ ଭୀଷଣ ପଥରମାଡ଼ ହୋଇଥିବା ବେଳେ ଭିନ୍ନ ଗୋଷ୍ଠୀର ଦୋକାନ ଭଙ୍ଗାରୁଜା, ଗାଡ଼ି ପୋଡ଼ି ଦିଆଯାଇଥିଲା। ପଥରମାଡ଼ରେ ୨ ପୁଲିସ କର୍ମଚାରୀଙ୍କ ସହ ଉଭୟ ଗୋଷ୍ଠୀର ୮ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥିତି ସ୍ୱାଭାବିକ କରିବା ସହ ସହରରେ ଶାନ୍ତି ଫେରାଇ ଆଣିବାକୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସପି ଅମ୍ରିତପାଲ କୌର ଓ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ବରିଷ୍ଠ ପଦାଧିକାରୀ ଉଦ୍ୟମ ଚଲାଇଛନ୍ତି।

hiranchal ad1
Leave A Reply

Your email address will not be published.

10 − four =