ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ, ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ କାର୍ଯ୍ୟାନୁଷ୍ଠାନ

0 40

ଭୁବନେଶ୍ୱର: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା ନଜରକୁ ଆସିବା ପରେ ଏମିତି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ।

hiring

ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ କଟକ ଜିଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଖଟି କରୁଥିଲେ ଅଧ୍ୟାପକ। କ୍ଲାସ ନ କରି ଅଧ୍ୟାପକ ଚେୟାର ବସି ମୋବାଇଲ୍‌ରେ ବ୍ୟସ୍ତ ଥିଲେ। ଏହି ଘଟଣା ପରେ ଉଚ୍ଚଶିକ୍ଷ ବିଭାଗ ତତ୍ପର ହୋଇପଡିଛି। ଆଗକୁ କଲେଜରେ କ୍ଲାସ ନକ ରି ଖଟି କରୁଥିଲେ ଉଚ୍ଚଶିକ୍ଷା ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଦରମା ବନ୍ଦ କରିଦିଆଯାଇପାରେ। ଏନେଇ ସବୁ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।

hiranchal ad1
Leave A Reply

Your email address will not be published.

15 + 13 =