ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା, କଳାକାରଙ୍କୁ ପାପ୍ୟ ଦେଉନଥିବା ଅଭିଯୋଗ

0 82

ନିମାପଡ଼ା:  ପୁଣି  ଚର୍ଚ୍ଚାରେ ଯାତ୍ରା ମାଲିକାଣୀ ରାଣୀ ପଣ୍ଡା । ପାର୍ଟିରେ କାମ କରିବା ପରେ ପାପ୍ୟ ମିଳୁନଥିବା କିଛି କଳାକାର ଅଭିଯୋଗ କରିଛନ୍ତି । ଏନେଇ ସେମାନେ ନିମାପଡ଼ା ଥାନାରେ ଏତଲା ଦେଇଛନ୍ତି । ପୁଲିସ୍‌ ତଦନ୍ତ ଜାରି ରଖିଛି ।

hiring

ନିମାପଡ଼ା ବ୍ଲକ୍‌ ଓଳିକଣା  ଗ୍ରାମର ସୁଧାଂଶୁ ଦାସ ଅଭିଯୋଗ  କରିଛନ୍ତି, ତାଙ୍କ ସାଥୀ କଳାକାରଙ୍କୁ  ଯାତ୍ରା ନାଟ୍ୟମଣ୍ଡପ ପାର୍ଟିର ମାଲିକାଣୀ ପୁଷ୍ପଲତା ପଣ୍ଡା ଓରଫ ରାଣୀ ପଣ୍ଡା ପାର୍ଟିରେ ଡ୍ୟାନ୍ସ ଗ୍ରୁପ୍‌ ନୃତ୍ୟ ପାଇଁ ନେଇଥିଲେ । ୧୧ଟି ଯାତ୍ରାରେ  ଅଭିନୟ ପରେ ବି ପାରିଶ୍ରମିକ ଦେଇନଥିଲେ ରାଣୀ । ଟଙ୍କା ମାଗିବାରୁ  କଳାକାରଙ୍କୁ ଅଶ୍ଲୀଳ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × five =