ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ

0 85

ଭୁବନେଶ୍ବର ୪।୭: ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା OMSA । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ OMSAର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନିଆଯାଇଛି ।

hiring

ଡାକ୍ତରଙ୍କ ଦାବିରେ ସମାଧାନ ପାଇଁ କମିଟି ଗଠନ ହୋଇଛି । ଆସନ୍ତା ୨୨ ତାରିଖରେ ବସିବ କମିଟିର ପ୍ରଥମ ବୈଠକ । କମିଟିରେ ସ୍ୱାସ୍ଥ୍ୟ ସଚିବ, ଜିଏ ସଚିବ, ଅର୍ଥ ସଚିବ, ଆଇନ ସଚିବ ସଦସ୍ୟ ଅଛନ୍ତି ।

hiranchal ad1
Leave A Reply

Your email address will not be published.

three × 4 =