ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ୩ ରଥ

0 86

ପୁରୀ : ବଡଦାଣ୍ଡ ଜନସମୁଦ୍ର। ୨ୟ ଦିନରେ ଆରମ୍ଭ ହେଲା ଶ୍ରୀଜୀଉମାନଙ୍କ ରଥଟଣା। ପୁଣି ରଥଟଣା ଆରମ୍ଭ ହୋଇଥିବା ବେଳେ ଘଣ୍ଟ, ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ କମ୍ପୁଛି। ଆଗକୁ ବଢୁଛି ୩ରଥ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ୩ ରଥ। ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହେଉଛି।

hiranchal ad1
Leave A Reply

Your email address will not be published.

12 + nineteen =