ଧୋଇଗଲା ପ୍ରଶ୍ନକାଳ, ପୁଣି ଗୃହ ମୁଲତବୀ

0 125

ଭୁବନେଶ୍ୱର: ଆଜି ପୁଣି ଧୋଇଯାଇଛି ପ୍ରଶ୍ନକାଳ । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ପୁଣି ଥରେ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।
ଗୋଟିଏ ଦିନର ବିରତି ପରେ ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିରୋଧୀ ବିଜେଡ଼ି ସଦସ୍ୟ ସଂଶୋଧିତ ଖଣି ଆଇନ ଏବଂ ବହି ତ୍ରୁଟି ପ୍ରସଙ୍ଗରେ ନାରାବାଜି କରିଥିଲେ । ଗୃହକୁ ଚଳାଇବା କଷ୍ଟକର ହୋଇପଡ଼ିଥିଲା । ଶେଷରେ ବାଚସ୍ପତି ପ୍ରଶ୍ନକାଳକୁ ବାତିଲ କରିଥିଲେ । ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଗୃହରେ ଅଚଳାବସ୍ଥା ଜାରି ରହିଛି ।

hiranchal ad1
Leave A Reply

Your email address will not be published.

19 + 17 =