ଏନଡିଏକୁ ସମର୍ଥନ ଦେବେ ଡିଏମକେ !

0 47

ନୂଆଦିଲ୍ଲୀ: ପରିସୀମନ ଏବଂ ମହିଳା ସଂରକ୍ଷଣ ବିଲ୍ ରେ ଏନଡିଏ କୁ ସମର୍ଥନ ଦେବେ ଡିଏମକେ। ଡିଏମକେ ଏନଡିଏ ସହିତ କୌଣସି ରାଜନୈତିକ ମେଣ୍ଟ କରିନାହିଁ । ତଥାପି କେନ୍ଦ୍ର ସରକାରଙ୍କ ସଂଶୋଧିତ ‘ସୀମା ପୁନଃନିର୍ଦ୍ଧାରଣ ବିଲ୍’ କୁ ସମର୍ଥନ କରିପାରେ । ଏନେଇ ଡିଏମକେର ବରିଷ୍ଠ ନେତାଙ୍କ ସଙ୍କେତ ଦେଇଛନ୍ତି । ମାତ୍ର ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।

hiranchal ad1
Leave A Reply

Your email address will not be published.

one + eighteen =