ଆଲିଆ ଭଟ୍ଟ ଗର୍ଭବତୀ ! ହସ୍ପିଟାଲରୁ ସେୟାର କଲେ ଫଟୋ
ଆଲିଆ ଭଟ୍ଟ ଗର୍ଭବତୀ ଅଛନ୍ତି ! ସେ ନିଜ ଇନଷ୍ଟାଗ୍ରାମରେ ଦୁଇଟି ଛବି ପୋଷ୍ଟ କରି ଏହି ଖବର ଦେଇଛନ୍ତି । ଉଭୟ ରଣବୀର ଓ ଆଲିଆ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ଆମ ବେବି ଖୁବ ଶୀଘ୍ର ଆସୁଛି । ଆଲିଆ ହସ୍ପିଟାଲ ବେଡରେ ଖୁସି ଥିବାର ଦେଖାଯାଉଛି । ରଣବୀର କପୁର ମଧ୍ୟ ପାଖରେ!-->…
Read More...
Read More...