ବୃକ୍ଷ ରୋପଣ ଅଭିଯାନ, ପ୍ରଥମ ଦିନରେ ୫୧୨ ଚାରା ରୋପଣ

ଘୁ.ଉଦୟଗିରି : ବୃକ୍ଷ ହିଁ ଜୀବନ । ଏହି ଲକ୍ଷ୍ୟକୁ ନେଇ ସମ୍ବାଦ ପକ୍ଷରୁ ଆରମ୍ଭ କରାଯାଇଥିବା ବୃକ୍ଷରୋପଣ ଅଭିଯାନରେ ଆଜି ଘୁ.ଉଦୟଗିରି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଘୁ.ଉଦୟଗିରି ରାଇକିଅ ମୁଖ୍ୟ ସଡକ ର ୧୨ନଂ ୱାର୍ଡ ସ୍ଥିତ ଶ୍ମଶାନ ଘାଟ ନିକଟ ଏନଏସିର
Read More...

ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ସଭାପତି ହେଲେ ଇ. ମୋହନ ରାଓ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ଗ୍ରାମ ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ରାମ ଲିଙ୍ଗେଶ୍ୱର ସେବା ସମବାୟ ସମିତି ଲିଃ ସଭାପତି ପଦବୀ ସକାଶେ ଆଜି ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଦୁଇ ଜଣ ପାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ଆଜି ସକାଳ ୧୦ ଟାରୁ ୧୨
Read More...

ମହରାପଦର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୭୩ତମ ବନ ମହୋତ୍ସବ ପାଳିତ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମହରାପଦରରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ହରିଶଙ୍କର ରେଞ୍ଜର ଗିରିଧାରୀ ନାଗ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦ, ମହରା ପଦର
Read More...

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି
Read More...

ସ୍ତ୍ରୀର ବେକ କାଟି ଦେଲା ସ୍ୱାମୀ

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅନ୍ତର୍ଗତ ବୁଡୁ ମାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀର ବେକକୁ କଟୁରୀରେ କାଟିଦେଲା ସ୍ୱାମୀ ।ଗୁରୁବାର ସକାଳୁ ପାରିବାରିକ କହଳରୁ ଏଭଳି ଦୁଃଖଦ ଘଟଣା ଘଟିଛି । ସ୍ତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀଥିଲେ ମଧ୍ୟ ଗୁରୁତର
Read More...

ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀ ହଟହଟା ; ଶୌଚାଲୟରେ ପ୍ରସ୍ତୁତ ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ

ଭବାନୀପାଟଣା : ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ମୁହାଁ କରୁଥିବା ବେଳେ ଏବେ ଏହି ସର୍ବ ଶିକ୍ଷା ଅଭିଯାନ ଫେଲ ମାରିବାରେ ବସିଛି । ଶେଣୀ ଗହ ଅଭାରୁ ଏବେ ଛାତ୍ରଛାତ୍ରୀ ହଟହଟା ହେବା ସହିତ ଗୋଟିଏ ଶ୍ରେଣୀ ଗୃହରେ ୫ଟି
Read More...

ବିଦ୍ରୋହୀ ଶିବସେନା ବିଧାୟକ ଗାଁରେ କରୁଛନ୍ତି ଚାଷ କାମ

ମୁମ୍ବାଇ :ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ତାଙ୍କ ଶିବିରର ଅଧିକାଂଶ ଶିବସେନା ବିଧାୟକ ନିଜ ନିଜ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଶ୍ରୀନିବାସ ବାଙ୍ଗା ମଧ୍ୟ ଘରକୁ ଫେରିଛନ୍ତି । ଏବେ ସେ ତାଙ୍କ ପରିବାର ସହିତ ଗାଁରେ ଚାଷ ଜମିରେ କାମ
Read More...

ଅସ୍ତ୍ରୋପଚାର ପରେ ବ୍ୟାଟ୍‌ ଉଠାଇଲେ କେ.ଏଲ୍‌ ରାହୁଲ

ନୂଆଦିଲ୍ଲୀ : କେଏଲ ରାହୁଲ କେବେ ଟିମ୍‌ ଇଣ୍ଡିଆକୁ ଫେରିବେ ସମସ୍ତେ ଅପେକ୍ଷା କରିଛନ୍ତି । ପ୍ରଥମେ ଆଘାତ ଏବଂ ପରେ ଅସ୍ତ୍ରୋପଚାର ହେତୁ ରାହୁଲ ଟିମ୍‌ ଇଣ୍ଡିଆରୁ ଦୂରେଇ ଯାଇଛନ୍ତି । କେଏଲ ରାହୁଲ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳି ନାହାଁନ୍ତି ଏବଂ ଏହା ପରେ ଟି -୨୦ ଏବଂ ଦିନିକିଆ
Read More...

୪୧ ବର୍ଷରେ ପଦାର୍ପଣ କଲେ ଧୋନି, ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଜି ଅର୍ଥାତ୍‌ ଜୁଲାଇ ୭ ତାରିଖ ଦିନ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ପ୍ରଶଂସକ ଏବଂ କ୍ରିକେଟରମାନେ ମଧ୍ୟ ମହାନ ଅଧିନାୟକଙ୍କୁ ଶୁଭେଚ୍ଛା
Read More...

ଟିଏମସି ନେତାଙ୍କ ସମେତ ୩ଜଣଙ୍କୁ ଗୁଳି କରି ହତ୍ୟା

କୋଲକତା : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଆଜି ସକାଳେ ଟିଏମସି ନେତା ସ୍ୱପନ୍‌ ମାଝୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଗୁଳି କରି ମଧ୍ୟ ହତ୍ୟା କରାଯାଇଥିଲା । ଏହି ଟ୍ରିପଲ ହତ୍ୟାକାଣ୍ଡ ଆଜି ସକାଳେ ଘଟିଥିଲା ଯେତେବେଳେ ଟିଏମସି ନେତା ତାଙ୍କ ଦୁଇ
Read More...