ବିଷାକ୍ତ ସାପ କାମୁଡାରେ ବାଳକର ମୃତ୍ୟୁ

ନବରଙ୍ଗପୁର: ବିଷାକ୍ତ ସାପ କାମୁଡାରେ ଜଣେ ୧୪ ବର୍ଷର ନାବାଳକ ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡି ଗୁଡା ପଞ୍ଚାୟତ ଦଲାଗୁଡା ଗାଁର ନାରାୟଣ ଭୂମିଆଙ୍କ ଘରେ ନନ୍ଦହାଣ୍ଡି ବ୍ଲକ ସିନ୍ଧିଗୁଡ଼ା ପଞ୍ଚାୟତ ରଙ୍ଗମାଟିଗୁଡା ଗାଁର ତାଙ୍କ ୧୪ ବର୍ଷର ଭଣଜା ଅର୍ଜୁନ ଭୂମିଆ
Read More...

ଜିଲ୍ଲାସ୍ତରୀୟ ଯୁବ ବାଳକ ଓ ବାଳିକା ବକ୍ସିଂ ରାଜ୍ୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ

ପୁରୀ : ଆଜି ପୁରୀ ରେଳବାଇ କଲ୍ୟାଣି ମଣ୍ଡପ ଠାରେ ଓଡିଶା ଆମେଚର ବକ୍ସିଂ ଆସୋସେସନ ତରଫରୁ ଜିଲ୍ଲା କ୍ରୀଡ଼ା ସଂସଦ ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ବାଳକ ଓ ବାଳିକା ବକ୍ସିଂ ରାଜ୍ୟ ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ୬୦ ଯୁବ ଖେଳାଳୀ ଖେଳାଳି
Read More...

ଫୁଲବାଣୀ ବିଧାୟକଙ୍କ ବାଲନ୍ଦାପଡା-ନାରାୟଣପ୍ରସାଦ ରାସ୍ତା ନିର୍ମାଣ ପାଇଁ ଆଲୋଚନା

ଫୁଲବାଣୀ: କନ୍ଧମାଳ-ବୌଦ୍ଧ ମଧ୍ୟରେ ଥିବା ଦୂରତା ହ୍ରାସ କରି ଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କକୁ ନିବିଡ ଓ ମଜଭୁତ କରିବା ପାଇଁ ଏକ ସର୍ଟକଟ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଲାଗି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ
Read More...

ପାଣିରେ ବୁଡ଼ି ୪ ନାବାଳକଙ୍କ ମୃତ୍ୟୁ

କୋରାପୁଟ : କୋରାପୁଟର ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାଢରେ ଜମିଥିବା ପାଣିରେ ବୁଡି ୪ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ପ୍ରଥମେ ୨ ଜଣ ପ୍ରାଣ
Read More...

‘ଜିସାଟ୍‌-୨୪’ ସାଟେଲାଇଟ୍‌ର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ: ‘ନିୟୁସ୍ପସ୍‌ ଇଣ୍ଡିଆ ଲିମିଟେଡ୍‌’ (ଏନ୍‌ଏସ୍‌ଆଇଏଲ୍‌) ନିମନ୍ତେ ‘ଇସ୍‌ରୋ’ ନିର୍ମାଣ କରିଥିବା ସାଟେଲାଇଟ୍‌ ‘ଜିସାଟ୍‌-୨୪’କୁ ଆଜି ଦକ୍ଷିଣ ଆମେରିକା ଅନ୍ତର୍ଗତ ଫ୍ରେଞ୍ଚ୍‌ ଗୁଆନାର କୁରୋସ୍ଥିତ ଫାରାସୀ କମ୍ପାନିର ‘ଏରିଏନ୍‌ସ୍ପସ୍‌’ରୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି ।
Read More...

କାଠମାଣ୍ଡୁରେ ଭୂକମ୍ପ

କାଠମାଣ୍ଡୁ : ନେପାଳର ରାଜଧାନୀ କାଠମାଣ୍ଡୁରେ ଗୁରୁବାର ସକାଳେ ଭୂକମ୍ପ ହୋଇଛି । କାଠମାଣ୍ଡୁରୁ ୧୬୧ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଛି । ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ଏଯାଏଁ
Read More...

ହାତୀ ଶିକାର: ଜଣେ ଗିରଫ,ଜଣେ ଫେରାର

ସମ୍ବଲପୁର : ସ୍ଥାନୀୟ ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗାଁ ପୋଖରୀରେ କିଛିଦିନ ରହି ପରେ ଗହନ ଚିକିତ୍ସା ସତ୍ତେ୍ୱ ମରିଯାଇଥିବା ଦନ୍ତାହାତୀ ବିଷୟରେ ଆଜି ବନବିଭାଗର ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫଓ ବିଶ୍ୱନାଥ ନିଳାମ୍ବର
Read More...

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଗ୍ରାମରେ ଆଜି କାଳବୈଶାଖୀ ବର୍ଷା ପ୍ରଭାବରେ ହୋଇଥିବା ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଦେବେନ୍ଦ୍ର ମହାନ୍ତି ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ
Read More...

ସୁସ୍ଥ ଶରୀର ଓ ମନ ପାଇଁ ଯୋଗ ଅତ୍ୟାବଶ୍ୟକ

ସୁବର୍ଣ୍ଣପୁର: ଭାରତ ସ୍ୱାଭିମାନ ଓ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ସୁବର୍ଣ୍ଣପୁର ଠାରେ ସୁବର୍ଣ୍ଣା ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯୋଗ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍ୱାଭିମାନ ପ୍ରଭାରୀ ଗୋରେଖନାଥ ସାହୁ ମାର୍ଗ ଦର୍ଶନ କରିଥିଲେ ।
Read More...

ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ସରି ସରି ଆସୁଛି ।ତିନିରଥରେ ଋଷିପଟା ଲଗାଯାଇଛି । ତେରପରସ୍ତ ପୋଟଳ ତଳେ ଋଷିପଟା ସଂଯୋଗ କରାଯାଇଛି । ରଥବେଦି ସମ୍ମୁଖ ଭାଗରେ ପଟାବାଡ଼ିଆ ଶେଷ ହୋଇଛି । ରୂପକାର ସେବକମାନେ ରଥଚକ ଏବଂ ଗୁଜ ସମେତ ବିଭିନ୍ନ ଅଂଶ ରଙ୍ଗ କରୁଛନ୍ତି । କଳସରେ
Read More...