ମଦୁଆ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ପୁଲିସ ଅଭିଯାନ, ୯୨ ଗିରଫ
ସମ୍ବଲପୁର : ମାଦକ ଦ୍ରବ୍ୟ ସେବନ କରି ଓ ବିଶେଷକରି ମଦ ପିଇ ଗାଡ଼ି ଚଳାଉଥିବାରୁ ସର୍ବାଧିକ ୪୨ ପ୍ରତିଶତ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ହେଉଛି । ଏହି ତଥ୍ୟକୁ ଗମ୍ଭୀରତା ସହିତ ଗ୍ରହଣ କରି ଗତକାଲି ରାତିରେ ସମ୍ବଲପୁର ପୁଲିସ ପକ୍ଷରୁ ଏକ ଧରପକଡ ଅଭିଯାନ କରାଯାଇଥିଲା । ଏ ବାବଦରେ ଜିଲ୍ଲା!-->…
Read More...
Read More...