ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ସ୍ଥିତି ପରଖିଲେ ଆମେରିକା ଡାକ୍ତରୀ ଦଳ

ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ଅଞ୍ଚଳକୁ ପହଂଚିଲେ ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଟିମ, ଯାହାକି ଆଡେଣୀଗଡ ପଂଚାୟତ ପାଂଚ ପର୍ବତ ଡେଇଁଲାପରେ ପଡେ ଲେଂଗରପାଜୁ । ହେଲେ ଆମେରିକାର ଡାକ୍ତର ବାବୁମାନେ ଆମ ଗାଁକୁ ଆସଛନ୍ତି ବୋଲି ବଣପାହାଡଘେରା ୯ଟି ଆଦିବାସୀ ଗାଁ ଯଥା ଲେଂଗରପାଜୁ,
Read More...

ବିଲୁପ୍ତ ହେବାରେ ଲାଗିଛି ପହରିଆମାନଙ୍କ କୌଳିକ ବୃତ୍ତି

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଆଦିବାସୀ ସମ୍ପ୍ରଦାୟର ଲୋକ ଜଙ୍ଗଲ ପାଶ୍ୱବର୍ତୀ ଅଞ୍ଚଳରେ ବେଶୀ ପରିମାଣରେ ବସବାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ପହରିଆ ସମ୍ପ୍ରଦାୟର ଲୋକେ ନିଜ ମୌଳିକ ବୃତ୍ତି ହରାଇବାକୁ ବସିଛନ୍ତି । ଆଧୁନିକ ଯୁଗରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା
Read More...

ବୌଦ୍ଧ ପୋଲିସ ତରଫରୁ ରକ୍ତଦାନ ଶିବିର, ୫୪ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ,୧୭/୪- ଆଜି ସ୍ଥାନୀୟ ଟାଉନହଲ ଠାରେ ବୌଦ୍ଧ ପୋଲିସ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଫିତାକାଟି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ
Read More...

ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ସହ ପରିଚୟ ପତ୍ର ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି
Read More...

ପୁରୀ : ଗୋପରେ ମାଟି ତଳେ ରହିଛି ପେଟ୍ରୋଲ ଓ ଗ୍ୟାସ

ପୁରୀ : ପୁରୀ ଜିଲ୍ଲା ଗୋପରେ ମାଟି ତଳେ ରହିଛି ପେଟ୍ରୋଲ ଓ ଗ୍ୟାସ୍‌ । ଭାରତ ସରକାରଙ୍କ ରାଷ୍ଟ୍ରୟତ ଉଦ୍ୟୋଗ ଓଏନଜିସି ଏହାର ସନ୍ଧାନ ପାଇଚି । ଦୀର୍ଘ ଦିନର ସର୍ଭେ ପରେ ଏହି ତଥ୍ୟ ମିଳିଛି । ତେବେ କେତେ ପରିମାଣରେ ତେଲ ଗଚ୍ଛିତ ରହିଛି , ତୈଳ ଉତ୍ତୋଳନ ହେଲେ ବ୍ୟୟ ଅନୁଯାୟୀ ବ୍ୟବସାୟିକ ଲାଭ
Read More...

ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ମହାନ ଜନନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରକ୍ତଦାନ ଶିବିର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଯୁବନେତା
Read More...

ଜଗା ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ : ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ଠାରେ ଅଘଟଣ । ଛତିଶଗଡ଼ରୁ ଦର୍ଶନ ପାଇଁ ଆସିଥିବା ଭକ୍ତ ୟୁ ଜି ମୂର୍ତ୍ତି ଅଚେତ ହୋଇ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠା ଯାଇଥିବା ବେଳେ ଡାକ୍ତର ତାଙ୍କୁ
Read More...

ଦଶପଲ୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରେ କାଳବୈଶାଖୀର ତାଣ୍ଡବଲୀଳା

ଦଶପଲ୍ଲା : ଶନିବାର ଦିନ ୩ଟା ୩୦ମିନିଟର ୫ଟା ପର୍ଯ୍ୟନ୍ତ ଦଶପଲ୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରେ କାଳବୈଶାଖୀର ବର୍ଷା, ପବନ ସାଙ୍ଗକୁ କୁଆ ପଥର ମାଡ଼ ହୋଇଛି । ପ୍ରବଳ ବର୍ଷା ଓ ପବନରେ ଦଶପଲ୍ଲା ନିକଟସ୍ଥ ଭୂତପଲି ପଥୁରିଆ ଠାରେ ରାସ୍ତା ଉପରେ ବିରାଟ ଆମ୍ବଗଛ ପଡ଼ିଛି । ଦଶପଲ୍ଲାରୁ ଦମକଳ
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର : ଜଣେ ମୃତ,ଜଣେ ଆହତ

ଫୁଲବାଣୀ : ଶନିବାର ଅପରାହ୍ନରେ ଶଙ୍କରାଖୋଲ ନିକଟରେ ଏକ ହୁଣ୍ଡଆଇ କାର ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯିବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏଥିରେ ଯାଉଥିବା ବିଦ୍ୟୁତ ବିଭାଗର ଯନ୍ତ୍ରୀ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଅଶ୍ୱିନୀ ମିଶ୍ର । ଆହତ
Read More...

ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଅବେଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୧୬ ତାରିଖରୁ
Read More...