ଶନିବାର ଦେଖିବାକୁ ମିଳିବ ପିଙ୍କ ମୁନ୍
ନୂଆଦିଲ୍ଲୀ,୧୩/୪ : ଆସନ୍ତା ଶନିବାର ଅର୍ଥାତ ୧୬ ତାରିଖରେ ଚନ୍ଦ୍ରକୁ ଏକ ଭିନ୍ନ ରୂପରେ ଦେଖିବାକୁ ପାଇବେ ପୃଥିବୀବାସୀ । ସେହିଦିନ ଦେଖିବାକୁ ମିଳିବ ପିଙ୍କ ମୁନ୍ ବା ଗୋଲାପୀ ଚନ୍ଦ୍ର । ୱାସିଂଟନସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ ନିର୍ଦ୍ଦେଶାଳୟର ପୋଗ୍ରାମ ଏକ୍ସିକ୍ୟୁଟିଭ ଗାର୍ଡନ!-->…
Read More...
Read More...