ହଟିଲା କଟକଣା, ଉତ୍ସବ ମୁହାଁ ଗାଁ ସହର ; ବେଲବାହାଲିରେ ନାମଯଜ୍ଞ
ବଲାଙ୍ଗୀର : ହଟିଛି କଟକଣା । ଏଠି ସେଠି ଗାଁରୁ ସହର ସବୁଠି ଧୁମଧାମରେ ଆୟୋଜିତ ହେଉଛି ପର୍ବ ପର୍ବାଣି । କଟକଣା ମୁକ୍ତ ଲୋକଙ୍କ ମନରେ ଖୁସି ଲେଉଟିଛି । ପୁଇଁତଲା ବ୍ଳକ ବେଲବାହାଲି ଗାଁରେ ଚବିଶ ପ୍ରହରୀ ନାମଯଜ୍ଞ ଅଧିବାସ ଉତ୍ସବ ଅନୁଷ୍ଠିତ ହୋଇଛି । ଶହ ଶହ ମହିଳା ପୁରୁଷ କଳସ ଶୋଭାଯାତ୍ରାରେ!-->…
Read More...
Read More...