ଗଙ୍ଗାସାଗର ନିକଟରେ ନିର୍ମାଣଧିନ ଡାକ୍ତରଖାନା କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ପାଟଣାଗଡ,୧୯/୪: ପାଟଣାଗଡର ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ତେବେ ଜିଲ୍ଲାପାଳ ଶ୍ରୀ ରାଣା ପାଟଣାଗଡ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବରରେ ଯୋଗ ଦେବାକୁ ଆସି ସେ ଏହି କୋଠାର ତଦାରଖ କରିବା ପାଇଁ
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ସୁରକ୍ଷା ତାଲିମ ଅନୁଷ୍ଠିତ

ଘୁ.ଉଦୟଗିରି,୧୯/୪: ଘୁ.ଉଦୟଗିରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜି ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁଠାରୁ କିପରି ନିଜକୁ ସୁରକ୍ଷିତ କରିବା ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ । କିପରି ନିଆଁକୁ ଆୟତ୍ତ କରିବା ଓ ଏହା କି ପ୍ରକାରର ନିଆଁ ତାହା ଜାଣିବା ପରେ କେଉଁପ୍ରକାର
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଣ୍ଡୋଘାଟ ସରପଞ୍ଚ କେସନ୍‌ ଜଗଦଲା ମୁଖ୍ୟ ଅତିଥି ଭାବରେ
Read More...

ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଆଦିବାସୀ ମହିଳା ଗୁରୁତର

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପାୟତ ଅନ୍ତର୍ଗତ ପାହାଡି ଗ୍ରାମ ପାନାବାରୀର କୋକିଳ ପ୍ରଧାନ ( ୬୫ ) ଆଜି ପୂର୍ବାହ୍ନ ୧୧ ଘଟିକା ସମୟେ ନିଜ ଗ୍ରାମ ନିକଟସ୍ଥ ନାଳକୁ ଗାଧୋଇ ଯିବା ସମୟରେ ଏକ ଜଙ୍ଗଲୀ ଦନ୍ତା ବାର୍‌ହା ( ପୁରୁଷ ବାର୍‌ହା ) ମହିଳାଙ୍କୁ ଆକ୍ରମଣ କରି
Read More...

ଗୁଡ଼୍‌ ସେଫର୍ଡ ଇଂରାଜୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟିତ

ଘୁ ଉଦୟଗିରି: ଘୁ ଉଦୟଗିରି ଶ୍ରୀରାମପଦା ସ୍ଥିତ ଗୁଡ଼୍‌ ସେଫର୍ଡ ଇଂରାଜୀ ବିଦ୍ୟାଳୟେରେ ଆଜି ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିଁ କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ଅଧିକାରୀ ଶ୍ରୀମତି ରେବତୀ ଶବର ଓ ଅତିରିକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ ବନି ଚରଣ ରଥ
Read More...

କଣ୍ଟାମାଳ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର

କଣ୍ଟାମାଳ : କଣ୍ଟାମାଳ ପଞ୍ଚାୟତ କଲେଜ ପରିସରରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଆଠ ଦିନିଆ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଆଜିର ଉଦଯାପନୀ ଉତ୍ସବ କଲେଜ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ସଂସ୍କୃତ
Read More...

ପ୍ରବଳପ୍ରତାପୀ ରାବଣ ନିଧନ ସହ ବନ୍ଧପାଲି ପୁରାତନ ରାମଲୀଳା ଶେଷ

କଣ୍ଟାମାଳ: କଣ୍ଟାମାଳର ସର୍ବପୁରାତନ ବନ୍ଧପାଲି ରାମଲୀଳା ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ହୋଇଥିବା ଜଣାଯାଇଛି । କଣ୍ଟାମାଳ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନ୍ଧପାଲି ରାମଲୀଳା ଚଳିତ ବର୍ଷ ୪୨ ବର୍ଷରେ ପଦାର୍ପଣ କରିଥିବା ବେଳେ ମୋଟ ୯ ଦିନ ଧରି ପାଳିତ ହେଉଥିବା ଏହି ଲୋକନାଟକକୁ ଗ୍ରାମର
Read More...

ନାରାୟଣପ୍ରସାଦ ସେକ୍ସନରେ ବିପୁଳ ପରିମାଣର ଶାଳ କାଠ ଜବତ

କଣ୍ଟାମାଳ : ଆଜି ପୂର୍ବାହ୍ନରେ କଣ୍ଟାମାଳ ରେଞ୍ଜ ମୋବାଇଲ ଦଳ ଓ ନାରାୟଣପ୍ରସାଦ ସେକ୍ସନର କର୍ମଚାରମାନେ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ସାଇଜ ଶାଳ କାଠ ଜବତ କରିଥିବା ବେଳେ କୌଣସି ଆସାମୀ ଧରିବାରେ ସଫଳ ହୋଇ ନଥିବା ପ୍ରକାଶ । ସୂଚନା ପ୍ରକାରେ ଗତକାଲି ଏକ ପିକଅପ ଭ୍ୟାନରେ ଚୋରା କାଠ
Read More...

କଂଗ୍ରେସକୁ ପିକେଙ୍କ ମନ୍ତ୍ର, ଓଡିଶା ସମେତ ଏହି ସବୁ ରାଜ୍ୟରେ ଏକାକୀ ଲଢ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦେଶର ସବୁ ରାଜନୈତିକ ଦଳ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦଲେଣି । ନିକଟରେ ଶେଷ ହୋଇଥିବା ୫ ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡିନାହିଁ । ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ସହ
Read More...

ସଚ୍ଚୋଟତା କାର୍ଯ୍ୟ ପାଇଁ ତାପସ କୁମାର ସ୍ୱାଇଁଙ୍କୁ ପୁରସ୍କୃତ କଲା ସମ୍ବଲପୁର ପୁଲିସ

ସମ୍ବଲପୁର : ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ତାପସ କୁମାର ସ୍ୱାଇଁଙ୍କୁ ତାଙ୍କର ମହତ କାର୍ଯ୍ୟ ପାଇଁ ସମ୍ବଲପୁର ପୁଲିସ ପୁରସ୍କୃତ କରିଛି । ଶ୍ରୀ ସ୍ୱାଇଁଙ୍କୁ ସମ୍ବଲପୁର ପୁଲିସ ପକ୍ଷରୁ ନଗତ ଏକ ହଜାର ଟଙ୍କା ପୁରସ୍କାର ପ୍ରଦାନ
Read More...