ନିଲମ୍ବିତ ହେଲେ ୩ କନଷ୍ଟେବଲ
ସମ୍ବଲପୁର: ଆଜି ତିନିଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି । ସରକାରୀ ଗାଡିରେ ତେଲ ପକାଇବାରେ ଓଭର ବିଲିଂ ଅଭିଯୋଗରେ ଆଜି ୩ଜଣ କନଷ୍ଟେବଲ ନିଲମ୍ବିତ ହୋଇଛନ୍ତି । ସେମାନେ ଚଞ୍ଚକତା କରି ଓଭର ବିଲିଂ କରିଥିଲେ । ଏଥିପାଇଁ ମୋଟର ଭେଇକିଲ ବିଭାଗର ୩ ଜଣ କନଷ୍ଟେବଲଙ୍କୁ ଜିଲ୍ଲା ଏସପି!-->…
Read More...
Read More...