ଅନ୍ତର୍ଜାତୀୟ ଚେସ ଦିବସ ପାଳିତ : ଅଗଷ୍ଟ ୧୪ରୁ ବୌଦ୍ଧରେ ରାଜ୍ୟ ସ୍ତରୀୟ ଚେସ ଚାମ୍ପିୟାନସିପ
ବୌଦ୍ଧ, ୨୦/୭:- ବୌଦ୍ଧ ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲରେ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅଲ ଓଡିଶା ଚେସ ଆସୋସିଏସନ ଉପ ସଭାପତି ତଥା ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ରଙ୍କ!-->…
Read More...
Read More...