ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ଦେଶୀ ରନ୍ଧାମଦ ଜବତ, ଜଣେ ଅଟକ
ପାଟଣାଗଡ଼ : ପାଟଣାଗଡ଼ ଅବକାରୀ ବିଭାଗ ଗୁଦୁରାମୁଣ୍ଡା ଗାଁରେ ଚଢ଼ାଉ କରି ୬୦ ଲିଟର ଦେଶୀମଦ ଜବତ କରିବା ସହ ଘଟଣା ସ୍ଥଳରୁ ଜଣକ ଅଫିସକୁ ଆଣି ଅଟକ ରଖିଛି । ଏହାସହ ଘଟଣା ସ୍ଥଳରେ ୫୦ କ୍ୱିଣ୍ଟାଲ ଦେଶୀମଦ ପୋଚକୁ ନଷ୍ଟ କରିଥିବା ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡ଼ା ସୂଚନା ଦେଇଛନ୍ତି ।!-->…
Read More...
Read More...