ବିଶ୍ୱମାତୃ ଭାଷା ଦିବସ ପାଳିତ

ପାରଳାଖେମୁଣ୍ଡି : ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ଯୋଗ ଦେଇ ଓଡ଼ିଆ ଭାଷାର ସାଂପ୍ରତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଡକ୍ଟର
Read More...

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୩ ଘଣ୍ଟାର ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୫ଟା ଠାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ଦ୍ୱିପ୍ରହର ଧୁପ ସରିବାପରେ ଦତ୍ତମହାପାତ୍ର
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ଦଶପଲ୍ଲା ୭୯ % , ଗଣିଆ ୮୦ % , ନୂଆଗାଁ ୭୭ % ମତଦାନ

ଦଶପଲ୍ଲା : ଇତିମଧ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିବାଚନର ୪ର୍ଥ ପର୍ଯ୍ୟାୟ ମତଦାନ । ୪ର୍ଥ ପର୍ଯ୍ୟାୟ ମତଦାନରେ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା , ଗଣିଆ ଓ ନୂଆଗାଁ ବ୍ଲକ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିବାଚନରେ ଦଶପଲ୍ଲା ବ୍ଲକରେ ୭୯ . ୩୭୪,
Read More...

ଟି-୨୦ ସିରିଜ ପୂର୍ବରୁ ଭାରତକୁ ଡବଲ ଝଟକା, ଦୀପକଙ୍କ ପରେ ଏହି ଷ୍ଟାର ଖେଳାଳି ବି ବାଦ ପଡିଲେ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଡବଲ ଝଟକା ଲାଗିଛି । ଫାଷ୍ଟ ବୋଲର ଦୀପକ ଚହରଙ୍କୁ ସିରିଜରୁ ବାଦ୍‌ ଦିଆଯିବା ପରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜର ପ୍ଲେୟାର ଅଫ୍‌ ସୁର୍ଯ୍ୟକୁମାର
Read More...

ଆଇଏଏସ୍‌ ପଦବୀକୁ ଉନ୍ନୀତ ହେଲେ ୩ ଓଏଫଏସ୍‌ ଅଫିସର

ଭୁବନେଶ୍ୱର : ଓଡିଶା ଅର୍ଥ ସେବା (ଓଏଫଏସ)ର ୩ଜଣ ବରିଷ୍ଠ ଅଧିକାରୀ ଆଜି ଆଇଏଏସ୍‌ ପଦବୀକୁ ଉନ୍ନୀତ ହୋଇଛନ୍ତି । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଧିବଦ୍ଧଭାବେ ବିଜ୍ଞପ୍ତି ଜାରି ହୋଇଛି । ଏହି ୩ଜଣ ଅଫିସରଙ୍କୁ ୨୦୨୦ ସିଲେକ୍ଟ ତାଲିକାରେ ସାମିଲ କରାଯାଇଛି । ପରବର୍ତ୍ତୀ
Read More...

୨୪ରୁ ତିନିଦିନ ବର୍ଷା

ଭୁବନେଶ୍ୱର: ପଶ୍ଚିମା-ଝଡ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ୨୫ ତାରିଖରୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏଥିସହ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ମାରିପାରେ । ୨୫ ତାରିଖରେ ପୁଣି ପଶ୍ଚିମ-ହିମାଳୟ ଅଞ୍ଚଳରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ ।
Read More...

ସାବଧାନ! ଏଣିକି ଦ୍ରୁତ ଗାଡ଼ିଚାଳନା ପାଇଁ ଗଣିବାକୁ ହେବ ୭ ହଜାର ଟଙ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଏଣିକି ଚାଳକମାନଙ୍କ ପାଇଁ ବହୁତ ମହଙ୍ଗା ପଡ଼ିବ । ଚାଳକମାନେ ଯଦି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଳାଇବେ, ସେମାନଙ୍କୁ ୭ ହଜାର ଟଙ୍କାର ଜୋରିମାନା ଗଣିବାକୁ ପଡ଼ିବ । ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ
Read More...

ପୁରୁଷଙ୍କ ସହ ବରାବର ହେଲେ ମହିଳା ଫୁଟବଲ ଖେଳାଳି,ପାଇବେ ସମାନ ଦରମା

ନୂଆଦିଲ୍ଲୀ : ଆମେରିକାର ମହିଳା ଫୁଟବଲ ଖେଳାଳିମାନେ ବର୍ତ୍ତମାନ ପୁରୁଷ ଖେଳାଳିଙ୍କ ସହିତ ସମାନ ଦରମା ପାଇବେ । ୬ ବର୍ଷ ପରେ ଆମେରିକୀୟ ଫୁଟବଲ ଆସୋସିଏସନ ଏବଂ ମହିଳା ଖେଳାଳିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଚୁକ୍ତିନାମା ଅନୁଯାୟୀ, ନ୍ୟାସନାଲ ଫେଡେରେସନ୍‌ ମଧ୍ୟ ଦେୟ ପ୍ରଦାନ ପାଇଁ ୧.୭୯
Read More...

ମତଦାନ କେନ୍ଦ୍ରରେ ଅନିୟମିତତା ଅଭିଯୋଗ, ମାଲିକାପୋଡି ସରପଞ୍ଚ ପଦବୀ ପାଇଁ ପୁନର୍ବାର ହେବ ମତଦାନ

ଘୁ ଉଦୟଗିରି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟଦାନ ସ୍ଥାନୀୟ ବ୍ଳକରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ମାଲିକାପୋଡି ପଞ୍ଚାୟତର ୨ନଂ ଭୋଟଦାନ କେନ୍ଦ୍ର ବତିଙ୍ଗିଆ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ସକାଳୁ ଏହି ବୁଥରେ ସୁରୁଖୁରୁରେ ଭୋଟଦାନ ଚାଲିଥିବା ବେଳେ
Read More...

ଭୋଟର ତାଲିକାରୁ ୧୦୦ଜଣଙ୍କ ନାମ ବାଦ ; ପଡିସାହି ଭୋଟ କେନ୍ଦ୍ରରେ ଉତ୍ତେଜନା, ହୋଇପାରିଲାନି ମତଦାନ

ଟିକାବାଲି:ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ପଞ୍ଚାୟତର ୱାର୍ଡ ନଂ ୨ ପଡିସାହି ଭୋଟ କେନ୍ଦ୍ରରେ ଆଜି ଲୋକଙ୍କ ପ୍ରତିବାଦ ଯୋଗୁଁ ଭୋଟ ଗ୍ରହଣ ହୋଇପାରିନଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାନୁସାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଟିକାବାଲି
Read More...