ଏଣିକି ଗୋଟିଏ ଶିକ୍ଷାବର୍ଷ ସଂପୂର୍ଣ୍ଣ କରିଥିବା କଲେଜ ମାନ୍ୟତା ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ: କଳେଜ ଓ ବିଶ୍ୱବିଦ୍ୟାଳୟମାନଙ୍କ ପାଇଁ ଏକ ଖୁସି ଖବର । ଏଣିକି କୌଣସି କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ଯଦି ଗୋଟିଏ ଶିକ୍ଷା ବର୍ଷ ସଂପୂର୍ଣ୍ଣ କରିଥିବେ, ତେବେ ସେମାନେ ପ୍ରଭିଜନାଲ ନାକ୍‌(ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌)ମାନ୍ୟତା ପାଇଁ ଆବେଦନ କରିପାରିବେ
Read More...

ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ମୋହନା ବ୍ଲକ ଓ ପଞ୍ଚାୟତ ନିର୍ବାଚନ
Read More...

ଆଇପିଏଲ ନିଲାମରେ ବଡ ଭୁଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ, ଯାହା ଭରଣ କରିବା ମୁସ୍କିଲ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୨୧ ଖେଳାଳି କିଣିଥିବାବେଳେ ଚାରିଜଣ ଖେଳାଳିଙ୍କୁ ରିଟେନ କରିଥିଲେ । ୪ ଖେଳାଳିଙ୍କୁ ରିଟେନ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୪୮ କୋଟି ଟଙ୍କା ଥିଲା । ସେଥରୁ ୧୫.୨୫ କୋଟି ଟଙ୍କାରେ
Read More...

ଅସୁରକ୍ଷିତ ଭୋଟ ଦାନ କେନ୍ଦ୍ର ବରପିଟା ପ୍ରାଥମିକ ବିଦ୍ୟାଳୟ

ପାଟଣାଗଡ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପୁଣି ଥରେ ଚର୍ଚ୍ଚାରେ ବରପିଟା ପ୍ରାଥମିକ ବିଦ୍ୟାଳୟ ତଥା ୱାର୍ଡସ୍ତରୀୟ ମତଦାନ କେନ୍ଦ୍ର । ଅନେକ ସମୟରେ ଚର୍ଚ୍ଚାର ପରିସର ଆସିଥିବା ଏହି ବିଦ୍ୟାଳୟରେ ଆଗାମୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । କିନ୍ତୁ
Read More...

ଗ୍ରାହକ ବେଶରେ ମାଡ଼ିବସିଲା ବନବିଭାଗର ସ୍ୱତନ୍ତ୍ର ଟିମ୍‌; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ତୁମୁଡ଼ିବନ୍ଧ ବନାଞ୍ଚଳର କୁର୍ତ୍ତମଗଡ଼ ସେକ୍ସନର ମାଙ୍ଗାପାଙ୍ଗା ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ଘଟଣାରେ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି
Read More...

ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା,ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ ହେବ ନିୟମ

ଭୁବନେଶ୍ୱର: ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା । ଭୋଟ ପାଇଁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ମତଦାନ ପାଇଁ ସମସ୍ତ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ
Read More...

ଭିଜିଲାନ୍ସ ଜାଲରେ ନୂଆଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଏରିଏର ଟଙ୍କା କରାଇ ଦେବା ପାଇଁ କ୍ଷୀରୋଦ ଚନ୍ଦ୍ର ନାୟକ ନାମକ ଜଣେ ଶିକ୍ଷକଙ୍କଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ୩୦ ହଜାର
Read More...

୧୬ରେ ବର୍ଷା ସମ୍ଭାବନା

ବଭୁବନେଶ୍ୱର: ରାଜ୍ୟରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ଲାଗି ରହିଛି । ହେଲେ ରାଜ୍ୟରେ ଆସନ୍ତା ୨ଦିନ ଭିତରେ ଶୀତର ପ୍ରକୋପ ହ୍ରାସ ପାଇବ ।  ଆସନ୍ତା ୧୬ ତାରିଖରେ ପଶ୍ଚିମ ଓଡିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ
Read More...

ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି

କଟକ: ଆଜି ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ଏମ. ଏସ ରମଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ତିନି ନୂଆ ବିଚାରପତି । ୩ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏସ.
Read More...

ଭିଜିଲାନ୍ସ ପଞ୍ଝାରେ ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର । ସମ୍ବଲପୁର ଜିଲ୍ଲା ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନିଲ କୁମାର ପଣ୍ଡା ଏବେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ
Read More...