କୁହୁଡ଼ି ହେଲା କାଳ;ଭାରସାମ୍ୟ ହରାଇ କାର୍‌ ଦୁର୍ଘଟଣା, ୩ ଆହତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡୁଲୁରୀ ବୁଲାଣିରେ ଶନିବାର ବିଳମ୍ବିତ ରାତିରେ ଏକ ହ୍ୟୁଣ୍ଡାଇ ଏକସେଣ୍ଟ କାର ଦାରିଙ୍ଗବାଡ଼ି ପଟୁ ବ୍ରାହ୍ମଣୀଗାଁ ରାସ୍ତାରେ ଯାଉଥିବା ସମୟରେ ଘନ କୁହୁଡ଼ି ଯୋଗୁଁ ବୁଲାଣିରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ରାସ୍ତାରୁ ଖସି
Read More...

ବୈଜ୍ଞାନିକ ପଦ୍ଧତିରେ ଫୁଲକୋବି ଚାଷ, ବାର୍ଷିକ ଲକ୍ଷାଧିକ ଟଙ୍କା ଆୟକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଚାଷୀ

ଘୁ.ଉଦୟଗିରି,୧୩/୨: କନ୍ଧମାଳ ଜିଲ୍ଲାରେ ପ୍ରାୟତଃ ଚାଷୀମାନେ ବିଭିନ୍ନ ପରିବା ଚାଷ କରିଥାନ୍ତି ।ପ୍ରାୟ ପରିବା ଚାଷ ଜୈବିକ ପଦ୍ଧତିରେ କରାଯାଇଥାଏ । ବିନ୍ସ, ଗ୍ରୀନ ମଟର, ଟମାଟୋ, ଫଳକୋବି,ବନ୍ଧାକୋବି ,ଫୁଲକୋବି ଏବଂ ବାଇଗଣ ଭଳି ପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ;୪ ମୃତ, ୪ଗୁରୁତର

ଫୁଲବାଣୀ: ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲାହାବାଡି ବୁଲାଣି ରାସ୍ତାରେ ଘଟିଛି । ଘଟଣା ସ୍ଥଳରେ ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଫୁଲବାଣୀ ମେଡ଼ିକାଲରେ ମୃତ୍ୟୁ ହୋଇଥବା ସୂଚନା ମିଳିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଫୁଲବାଣୀ
Read More...

ରାଜ୍ୟରେ ଖସୁଛି ସଂକ୍ରମଣ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୭୨୬୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପାଇଁ ବିଜେପିର ମାରାଥନ୍‌ ପ୍ରଚାର

ବୌଦ୍ଧ,୧୨/୨- ଆଜି ବୌଦ୍ଧଜିଲ୍ଲା ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଶ୍ରୀମତି ସନ୍ତୋଷିଣୀ ମହାକୁଡ ଙ୍କ ପାଇଁ ବିଜେପି ଘରକୁ ଘର ବୁଲି ପ୍ରଚାର ଜୋରଦାର କରିଛି । ପ୍ରାର୍ଥିନୀଙ୍କ ସହିତ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଦଳର ବରିଷ୍ଠନେତା ମାଗୁଣି ଗାଇଗୌରିଆ, ନବୀନ ହୋତା,
Read More...

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧଜିଲ୍ଲାରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର

ବୌଦ୍ଧ,୧୨/୨- କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ସହ ବୌଦ୍ଧ ଓ କଣ୍ଟାମାଳ ଓ ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଜୋନ ନଂ ୩ର ଗୋହିପିଟା ଠାରେ ଏକ ନିର୍ବାଚନୀ
Read More...

କିଶୋରନଗର ଅଞ୍ଚଳର ମେଧାବୀ ଛାତ୍ରଙ୍କ ସଫଳତା

କିଶୋରନଗର: କିଶୋର ନଗର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ପଙ୍କଜ କଟାରୁକା ସମ୍ମାନଜନକ ଚାଟାର୍ଡ ଆକାଉଟାଣ୍ଟ (ସିଏ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି । ଏହି ତ୍ରିସ୍ତରୀୟ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷାରେ ସଫଳତା ଲାଗି ଭୁବନେଶ୍ୱରରେ ରହି ଦୈ÷ନିକ ୧୨-୧୪ ଘଣ୍ଟା
Read More...

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅସୁସ୍ଥ

ଫୁଲବାଣୀ : ପଂଚାୟତ ନିର୍ବାଚନରେ ଭୋକ ଶୋଷ ଭୁଲି ଦିନରାତି ପ୍ରଚାର ଚଳାଇଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହଠାତ ଅସୁସ୍ଥ ହୋଇପଡିଥିଲେ । ଫଳରେ ଆଜି ସକାଳେ ସେ ଗୋଚ୍ଛାପଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥୁଲେ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଗତକିଛି ଦିନ ହେଲା ଗାଁ କୁ ଗାଁ
Read More...

ବିକ୍ରି ହୋଇଥିବା ଏବଂ ହୋଇ ନଥିବା ଖେଳାଳିଙ୍କ ତାଲିକା,ଜାଣନ୍ତୁ କାହାକୁ କିଏ କିଣିଲା

ଶିଖର ଧାୱନ- ପଞ୍ଜାବ କିଙ୍ଗସ୍‌ - ୮.୨୫ କୋଟି ଟଙ୍କାରବିଚନ୍ଦ୍ରନ ଅଶ୍ୱିନ୍‌ - ରାଜସ୍ଥାନ ରୟାଲ୍ସ - ୫ କୋଟି ଟଙ୍କାପ୍ୟାଟ୍‌ କମିନ୍ସ - କୋଲକାତା ନାଇଟ୍‌ ରାଇଡର୍ସ - ୭.୨୫ କୋଟି ଟଙ୍କାକାଗିସୋ ରାବାଡା - ପଞ୍ଜାବ କିଙ୍ଗସ୍‌ - ୯.୨୫ କୋଟି ଟଙ୍କାଟ୍ରେଣ୍ଟ ବୋଲ୍ଟ - ରାଜସ୍ଥାନ ରୟାଲ୍ସ - ୮
Read More...

ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପୁରୀ : ମହାମହିମ ରାଷ୍ଟ୍ରପତ ରାମନାଥ କୋବିନ୍ଦଙ୍କ ସମ୍ଭାବ୍ୟ ଦୁଇ ଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୯ ଓ ୨୦
Read More...