ବୌଦ୍ଧ ନବୋଦୟ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ବୌଦ୍ଧ,୨୮/୨- ଜାତୀୟ ବିଜ୍ଞାନ ଦିବସ ଅବସରରେ ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୈଷୟିକ ତଥା ବିଭିନ୍ନ ଜ୍ଞାନ କୌଶଳରେ ୪୦ ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି
Read More...

ବାଲୁକା କଳା ମାଧ୍ୟମରେ ଶିବରାତ୍ରୀର ଶୁଭେଚ୍ଛା

ପୁରୀ : ପବିତ୍ର ମହାଶିବରାତ୍ରି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶିବରାତ୍ରିର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ର କଳା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ବାଲୁକା ଚିତ୍ରକଳାରେ ୨୩ ହଜାର ୪୩୬ ଟି
Read More...

ଆସିଲା ମାର୍ଚ୍ଚ ମାସର ଗାଇଡଲାଇନ,ଜାଣନ୍ତୁ କ’ଣସବୁ ରହିଛି ଏଥିରେ

ଭୁବନେଶ୍ୱର,୨୮/୨: ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ । ଆଜି ଜାରି ହୋଇଥିବା ଏହି ଗାଇଡଲାଇନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ନାଇଟ କର୍ଫ୍ୟୁକୁ ମଧ୍ୟ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ଏହି ଗାଇଡଲାଇନରେ ପର୍ବପର୍ବାଣୀ ଉପରେ ଅଧିକ ଧ୍ୟାନ
Read More...

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆପଣାମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ୱସ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନଲାଇନ ଜରିଆରେ ଆଲୋଚନା କରି ଏହା କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରି ୟୁକ୍ରେନରେ
Read More...

ଜାଣନ୍ତୁ, କିପରିଭାବେ ଋଷ୍‌ ସେନା ସହ ଲଢୁଛନ୍ତି ୟୁକ୍ରେନର ବିୟର କଂପାନୀ

କିଭ୍‌ : ଋଷ୍‌-ୟୁକ୍ରେନ ଯୁଦ୍ଧ ପ୍ରତି ମୁହୂର୍ତ୍ତରେ ନୂଆ ମୋଡ଼ ନେଉଛି । ସବୁଠୁ ବଡ଼ କଥା ହେଲା,ଋଷ୍‌ରେ ଜନତା ପୁତିନ ସରକାର ଓ ଯୁଦ୍ଧକୁ ବିରୋଧ କରୁଥିବା ବେଳେ ୟୁକ୍ରେନରେ ଲୋକେ ଦେଶ ଓ ସରକାରଙ୍କୁ ସମର୍ଥନ଼ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ସ୍ୱତଃପ୍ରବୃତ୍ତଭାବେ ଋଷ୍‌ ସେନାର
Read More...

ବରଦା ରଣଜୀ ଖେଳାଳି ସୋଲାଙ୍କିଙ୍କ ପିତୃ ବିୟୋଗ, କିଛି ଦିନ ତଳେ ତାଙ୍କ ନବଜାତ ଶିଶୁର ହୋଇଥିଲା ଦେହାନ୍ତ

ନୂଆଦିଲ୍ଲୀ : ବରୋଦା କ୍ରିକେଟର ବିଷ୍ଣୁ ସୋଲାଙ୍କିଙ୍କ ଦୁଃଖ ଶେଷ ହେଉନାହିଁ । ନିକଟରେ ସେ ତାଙ୍କର ନବଜାତ ଶିଶୁକୁୁ ହରାଇଥିବା ବେଳେ ଗତକାଲି ତାଙ୍କ ପିତାଙ୍କୁ ହରାଇଛନ୍ତି । ଚଣ୍ଡିଗଡ ବିପକ୍ଷ ମ୍ୟାଚ ପରେ ସେ ଏହି ଦୁଃଖଦ ଖବର ପାଇଥିଲେ । ବିଷ୍ଣୁଙ୍କ ପିତାଙ୍କର ପରଲୋକ ରବିବାର ସକାଳେ
Read More...

ମୟଙ୍କ ଅଗ୍ରୱାଲ ହେଲେ ପଞ୍ଜାବ କିଙ୍ଗ୍‌ସର ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ପାଇଁ ପଞ୍ଜାବ କିଙ୍ଗସ୍‌ ଆଜି ତାର ଅଧିନାୟକ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଦଳର ଓପନର ମୟଙ୍କ ଅଗ୍ରୱାଲଙ୍କୁ ଫ୍ରାଞ୍ଚାଇଜ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ସୋମବାର ଏକ ବିବୃତ୍ତି ଜାରି କରି ଫ୍ରାଞ୍ଚାଇଜ୍‌ ଏହି ସୂଚନା ଦେଇଛି । ମୟଙ୍କ ୨୦୧୮ ଠାରୁ
Read More...

ଆସିଲା ଦ୍ୱିତୀୟ ଦିନର ଜିଲ୍ଲା ପରିଷଦ ଫଳାଫଳ, ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ଗଣତି । ଏହାର ଭିତରେ ଦ୍ୱିତୀୟ ଦିନର ଫଳାଫଳ ସାମ୍ନାକୁ ଆସିଛି । ଗତକାଲି ମୋଟ୍‌ ୩୦୫ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହୋଇଥିଲା । ଏଥିରେ ୨୯୫ ଜୋନର ଫଳାଫଳ ଘୋଷଣା ହୋଇଛି । ଘୋଷଣା ଅନୁଯାୟୀ ଶାସକ ବିଜେଡି ପ୍ରଥମ ଦିନ ଭଳି
Read More...

ଖୋଲିଲା ପ୍ରାଥମିକ ବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ବିଦ୍ୟାଳୟକୁ ନେଲେ ଶିକ୍ଷକ ଶିକ୍ଷୟିତ୍ରୀ

ବାଲିଗୁଡ଼ା,୨୮/୨: ଦୀର୍ଘ ଦୁଇବର୍ଷ ପରେ ରାଜ୍ୟରେ ଆଜି ଖୋଲିଲା ପ୍ରାଥମିକ ବିଦ୍ୟାଳୟ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଆଜି ସକାଳୁ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କୋମଳମତୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି
Read More...

ଦଶପଲ୍ଲାର ଗୌରବ ଇଶାନ୍ୱି ଦାଶ

ଦଶପଲ୍ଲା,୨୮/୨: - କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ ଠିକ ସେହିପରି ଦଶପଲ୍ଲା କୁଞ୍ଜବନଗଡସ୍ଥିତ ବ୍ରାହ୍ମଣ ସାହିର ସ୍ୱର୍ଗତ ମାଧବାନନ୍ଦ ଦାଶ ଓ ବିଦ୍ୟୁତଲତା ଦାଶଙ୍କ ନାତୁଣୀ ଈଶାନ୍ୱି ଦାଶ ( ବିଭୁଦତ୍ତ ଦାଶ ଓ ପଦ୍ମଜା ମିଶ୍ରଙ୍କ କନ୍ୟା) ମାତ୍ର ଦୁଇ ବର୍ଷ ଚାରି ମାସ ବୟସରେ କୌଣସି
Read More...