ଜାଣନ୍ତୁ,ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବାରେ ଘଣ୍ଟା ପ୍ରତି କେତେ ଟଙ୍କା ଖର୍ଚ୍ଚ ହେଉଛି

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଦ୍ୱାରା ବିମାନ ଚଳାଚଳ ଜାରି ରହିଛି । ଭାରତ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବିମାନ ଭଡା ଭରଣା କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି.ଜାଣିଲେ
Read More...

ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ଜ୍ୱଳିତ ହେଲା ସର୍ବ ବୃହତ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଓଡିଶାର ସର୍ବବୃହତ ଜଗତ ମଙ୍ଗଳ ଜାଗରଦୀପ ପ୍ରଜ୍ୱଳିତ ହୋଇଛି । ପାର୍ବତୀ ସାଗର ନିକଟରେ ଏହି ଦୀପକୁ ବିଧାୟକ ଜୟନ୍ତ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଦୀପ ଲଗାଇ ପ୍ରଜ୍ୱଳିତ କରିଥିଲେ । ପଙ୍କୋଦ୍ଧାର ଏକାଦଶୀ ଠାରୁ
Read More...

ଭାରତୀୟ ଛାତ୍ରଙ୍କ ପାଇଁ ଏହି ବଡ଼ ନିଷ୍ପତ୍ତି ନେଲା ଆମେରିକା

ୱାଶିଂଟନ, ୨୭/୨: ଯୁଦ୍ଧ ଘନଘଟା ଭିତରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି ଆମେରିକା । ଭାରତୀୟଙ୍କ ପାଇଁ ନିଜର ଭିସା ନିୟମକୁ କୋହଳ କରିଛି ଆମେରିକା । ଏହି ନିଷ୍ପତ୍ତି ଭାରତୀୟମାନେ ଭିସା କ୍ଷେତ୍ରରେ ଏକ ବଡ଼ ଆଶ୍ୱସ୍ତି ପାଇବେ । ନିଜ ଦୂତାବାସରେ ଛାତ୍ର ତଥା
Read More...

ଯୁଦ୍ଧରେ ୪୩୦୦ ସେବା କର୍ମଚାରୀଙ୍କୁ ହରାଇଲାଣି ଋଷ୍‌

ନୂଆଦିଲ୍ଲୀ: ରାତି ପାହିଲେ ଋଷ୍‌-ୟୁକ୍ରେନ ଯୁଦ୍ଧ ପଞ୍ଚମ ଦିନରେ ପଦାର୍ପଣ କରିବ । ଆଜି ଚତୁର୍ଥ ଦିନରେ ମଧ୍ୟ ଋଷ୍‌ ପ୍ରଚଣ୍ଡ ଆକ୍ରମଣ କରିଛି । ଉଭୟ ପକ୍ଷର ବହୁ ସେନା ଓ କର୍ମଚାରୀ ମୃତାହତ ହୋଇଛନ୍ତି । ଏହି ଯୁଦ୍ଧରେ ଋଷ୍‌ ସେନାଙ୍କୁ ତ ହରାଉଛି,ତା ସାଙ୍ଗକୁ ଅଣ-ସୈନିକଙ୍କୁ ମଧ୍ୟ ବହୁ
Read More...

ବିନା ଦର୍ଶକରେ ନିଜର ୧୦୦ତମ ଟେଷ୍ଟ ଖେଳିବେ ବିରାଟ, ପ୍ରଶଂସକ କହିଲେ ଏମିତି

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ୍‌ ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି, କିନ୍ତୁ ପୂର୍ବତନ ଅଧିନାୟକ ମାର୍ଚ୍ଚରେ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଦଳକୁ ଫେରିବେ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌
Read More...

ଜିଲ୍ଲାସ୍ତରୀୟ ପଲ୍‌ସ ପୋଲିଓ ଟୀକାକରଣର ଶୁଭାରମ୍ଭ

ଗଜପତି,୨୭/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ମାତୃ ଶିଶୁ କୋଠା ଗୃହ ଠାରେ ଜିଲ୍ଲାସ୍ତରୀୟ ପଲସ ପୋଲିଓ ଟୀକାକରଣ ୨୦୨୨ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର
Read More...

ପଥରବନ୍ଧ ଅଞ୍ଚଳରେ ମହିଳା ନେତ୍ରୀଙ୍କ ଦ୍ଵାରା ପାଠ୍ୟ ଉପକରଣ ବଣ୍ଟନ

ଭୁବନେଶ୍ୱର: ପଥରବନ୍ଧ ଅଞ୍ଚଳରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା କେ. ଭାରତୀ ରେଡ୍ଡୀ ଙ୍କ ନେତୃତ୍ୱରେ ହନୁମାନ ମନ୍ଦିର ସାହି, ଲାୟନସ କ୍ଲବ , ଟାଇଗର କ୍ଲବ , ମଝି ସାହି ଅଂଚଳରେ ମହିଳା ସଶସ୍ତ୍ରୀକରଣ ପାଈଁ ଆଲୋଚନା କରିବା ସହିତ ସ୍କୁଲ୍ ପିଲା ମାନଙ୍କୁ ପାଠ୍ୟ ପୁସ୍ତକ ଓ
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଚାରିଜଣ ଗୁରୁତର

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆଜି ଦିନ ଦ୍ୱି ପ୍ରହରେ କୋଦଳାଠାରୁ ବୁଗୁଡ଼ା ଅଭିମୁଖେ ଯାଉଥିବା ବାଇକ ସହ ବିପରୀତ ଦିଗରୁ ଆସୁଥିବା ବାଇକ ମଧ୍ୟରେ ଦେଓଗାଁ ନିକଟରେ ମୁହାଁ
Read More...