ପଞ୍ଚାୟତ ଫଳାଫଳ : ତୃତୀୟ ଦିନରେ ବି ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ଜାରି ରହିିଛି । ଆଜି ତୃତୀୟ ଦିନରେ ଗଣତି ମଧ୍ୟ ଜାରି ରହିଛି । ଆଜି ମୋଟ୍ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି । ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୭୪ଟି ଜୋନରେ ଆଗୁଆ ରହିଛି, ବିଜେପି ୧୪!-->…
Read More...
Read More...