ପଣ୍ଡିତ ନରସିଂହ ଗୌଡଙ୍କୁ ଭବ୍ୟ ସମ୍ୱର୍ଦ୍ଧନା

ପାରଳାଖେମୁଣ୍ଡି,୨/୨- ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁ ଟେକ କଂପ୍ୟୁଟର ଏଜୁକେଶନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନରେ ପରିବେଶ ସଚେତନତା କର୍ମଶାଳାରେ ସମ୍ପ୍ରତି ଜିଲ୍ଲା ପ୍ରଶାସନଙ୍କ ଠାରୁ ଜନରାଜ୍ୟ ଦିବସ ଅବସରରେ ପ୍ରକୃତିବନ୍ଧୁ ପ୍ରାପ୍ୟ ସେବାନିବୃତ୍ତ ଶିକ୍ଷକ
Read More...

ଭାରତ ବିପକ୍ଷ ସିରିଜ ପରେ ସନ୍ନ୍ୟାସ ନେବେ ଶ୍ରୀଲଙ୍କାର ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ : ଶ୍ରୀଲଙ୍କା ଦଳ ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସି ଟେଷ୍ଟ ସିରିଜ୍‌ ଖେଳିବା ସହ ତିନୋଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବ । ଏହି ସିରିଜ୍‌ ପରେ ଶ୍ରୀଲଙ୍କା ଦଳର ଜଣେ ଖେଳାଳି ଅବସର ନେବାକୁ ଯାଉଛନ୍ତି । ଏହି ମାସର ଭାରତ ଗସ୍ତ ପରେ ଶ୍ରୀଲଙ୍କାର ବରିଷ୍ଠ ଦ୍ରୁତ ବୋଲର
Read More...

ଅଢେଇ ବର୍ଷରେ ଖତମ ହେଲେଣି ୪୩୯ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହୃତ ହେବାର ଅଢେଇ ବର୍ଷ ହୋଇଗଲାଣି । କିନ୍ତୁ ଆତଙ୍କବାଦୀ ଗତିବିଧି ପୂର୍ବପରି ଲାଗି ରହିଛି । ଗତ ଅଢେଇ ବର୍ଷ ମଧ୍ୟରେ ସେଠାରେ ୧୦୯ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ୪୩୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ରାଜ୍ୟସଭାରେ
Read More...

ପଞ୍ଚାୟତ ନିର୍ବାଚନ ଲାଗି ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ

ଗଜପତି,୨/୨ - ଗଜପତି ଜିଲ୍ଲାର ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବୁଧବାର ପୂର୍ବାହ୍ନ ଜିଲ୍ଲା ପରିଷଦ ସମ୍ମିଳିନୀକକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନୟନ୍ନ
Read More...

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ,୨/୨- ୨୦୨୨ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ବଳକା ରହିଛି ୮୦ ଖଣ୍ଡ କାଠ । ମୋଟ ୭୮୫ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା
Read More...

ଗାଡ଼ି ଆଲୁଅରେ ପରୀକ୍ଷା ଦେଲେ ୪୦୦ ଛାତ୍ର

ପାଟନା: ବିହାରରେ କୋଡର଼୍ ଇଣ୍ଟର ପରୀକ୍ଷା ବେଳେ ଅଜବ ଘଟଣା ଦେଖିବାକୁ ମିଳିଛି । ସରକାର ବଡ଼ ବଡ଼ କଥା କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଓଲଟା କଥା ଦେଖିବାକୁ ମିଳୁଛି । ପରୀକ୍ଷା ପରିଚାଳନାରେ ଏଭଳି ଅବ୍ୟବସ୍ଥା ଯେ ପିଲାମାନଙ୍କୁ ଗାଡ଼ି ହେଡଲାଇଟରେ ପରୀକ୍ଷା ଦେବାକୁ ପଡ଼ିଛି ।
Read More...

କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର,୨/୨- କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇଛି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକ୍ସନଏଡ୍‌ । ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରଶାସନ
Read More...

ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଏଣିକି ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି ହୋଇଛି। ପ୍ରତିଦିନ କେତେ ପିଲା ଅନଲାଇନ୍ ଓ ଅଫଲାଇନ୍ କ୍ଲାସ ଏଟେଣ୍ଡ କରୁଛନ୍ତି
Read More...

ୟୁଏଇ ଉପରେ ଘନ ଘନ ମିସାଇଲ ମାଡ : ସମର୍ଥନରେ ବାହାରିଲା ଆମେରିକା

ଦୁବାଇ: ଏବେ କିଛି ଦିନ ହେଲା ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଉପରେ ଚାଲିଛି ଭୟଙ୍କର ମିସାଇଲ ମାଡ । ଏଥିରେ ଏହାର ବିପୁଳ କ୍ଷତି ହେଲାଣି । ୟେମେନରେ ଥିବା ଇହୁଦି ବିଦ୍ରୋହୀ ଗୋଷ୍ଠୀ ଏଭଳି ଆକ୍ରମଣ କରୁଛି । ଏହି ଆକ୍ରମଣର ଜବାବ ଦେବା ପାଇଁ ବର୍ତ୍ତମାନ ଆମେରିକା ଆଗେଇ ଆସିଛି । ୟୁଏଇକୁ ଏହା
Read More...

ରେଳ ବଜେଟ, ଜାଣନ୍ତୁ ଓଡିଶାକୁ ମିଳିଲା କେତେ ?

ଭୁବନେଶ୍ବର: ସଂସଦରେ ଉପସ୍ଥାପିତ ହୋଇସାରିଛି ସାଧାରଣ ବଜେଟ୍‌ । ଅର୍ଥମନ୍ତ୍ରୀ ବିଭିନ୍ନ ସେକ୍ଟର ପାଇଁ ଆର୍ଥିକ ମଙ୍ଗଳବାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଏହି କ୍ରମରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ୧୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ରେଳ ବଜେଟ୍‌ରେ ଓଡିଶାକୁ
Read More...