ପରଲୋକରେ ପଣ୍ଡିତ ବିରଜୁ ମହାରାଜ

ମୁମ୍ବାଇ: ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କର ହୃତଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହେଇଥିଲା । ତାଙ୍କର ପ୍ରକୃତ ନାମ ବ୍ରଜମୋହନ ମିଶ୍ର । ବିର୍‌ଜୁ ମହାରାଜ୧୯୩୮ ମସିହା ଫେବ୍ରୁଆରୀ ୪ ତାରିଖରେ ଲକ୍ଷେ୍ନøରେ ଜନ୍ମ ଗ୍ରହଣ କରିଥିଲେ । କଥକ ନୃତ୍ୟ
Read More...

ଟିକା ନେବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: କୋଭିଡ ଟିକା ନେବା ବାଧ୍ୟତାମୂଳକ ନୁହେଁ । କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ । କେନ୍ଦ୍ର ସରକାର ପୁନର୍ବାର ଏହା ସ୍ପଷ୍ଟ କରିଦେଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ସରକାର ଏହା ଜଣାଇଦେଇଛନ୍ତି । ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ
Read More...

ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ

ଭୁବନେଶ୍ୱର : ରାଜ୍ୟରେ ଭୂଦାନ ଆନ୍ଦୋଳନରେ ଉତ୍ସର୍ଗୀକୃତ କାର୍ଯ୍ୟକରି ବେଶ୍‌ ପରିଚିତ ଓ ଲୋକପ୍ରିୟ ହୋଇପାରିଥିବା ପଦ୍ମଶ୍ରୀ ଶାନ୍ତି ଦେବୀ ଆଉ ଆମ ଗହଣରେ ନାହାନ୍ତି । ଗତକାଲି(ରବିବାର) ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
Read More...

ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ ବଞ୍ଚିତ ହେବେ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କ ଏକ ରେକର୍ଡକୁ ବିରାଟ ଆଉ ଭାଙ୍ଗି ପାରିବେନି । ଅନ୍ତର୍ଜାତୀୟ ଅଧିନାୟକ ଭାବେ ରିକି ପଣ୍ଟିଂ ୪୧ଟି ଶତକ ଅର୍ଜନ
Read More...

ଏହି ବ୍ୟକ୍ତି ଧାଡିରେ ଠିଆ ହୋଇ ରୋଜଗାର କରନ୍ତି ଏତିକି ଟଙ୍କା, ଲୋକେ କରୁଛନ୍ତି ତାରିଫ

ଲଣ୍ଡନ : ଚାକିରି ପାଇବା ପାଇଁ ସାରା ବିଶ୍ୱରେ ଲୋକମାନେ ନିରନ୍ତର ପରିଶ୍ରମ କରୁଛନ୍ତି । ନିଯୁକ୍ତିଦାତାମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ସମାପ୍ତ କରିବାକୁ କଠିନ ପରିଶ୍ରମ କରୁଛନ୍ତି । କିନ୍ତୁ କଳ୍ପନା କରନ୍ତୁ ଯଦି ଜଣେ ବ୍ୟକ୍ତି କେବଳ ଲାଇନରେ ଛିଡା ହୋଇ ଟଙ୍କା ରୋଜଗାର କରୁଛନ୍ତି ତେବେ
Read More...

ପଞ୍ଚାୟତରେ ନିର୍ବାଚନ ଅଧିକାରୀଙ୍କ ତାଲିକା ଘୋଷଣା କଲେ ବିଡ଼ିଓ

ଗଣିଆ,୧୭/୧: - ନୟାଗଡଜିଲ୍ଲା ଗଣିଆ ବ୍ଲକରେ ୮ଗୋଟି ପଞ୍ଚାୟତରେ ନିର୍ବାଚନ ଅଧିକାରୀଙ୍କ ତାଲିକା ଘୋଷଣା କଲେ ବ୍ଲକ ନିର୍ବାଚନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ । ମିଳିଥିବା ସୂଚନା ଅନୁଯାୟୀ କିଶୋରପ୍ରସାଦ ପଞ୍ଚାୟତ ପାଇଁ ସମୀର କୁମାର ସାହୁ ସମାଜମଙ୍ଗଳ ଅଧିକାରୀ , ଗଣିଆ ପଞ୍ଚାୟତପାଇଁ
Read More...

ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ

ନବରଙ୍ଗପୁର,୧୭/୧: - ଆଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହେଉଛି । ଜିଲ୍ଲାରେ ୨୬ ଗୋଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକାକୁ ପିସିସିକୁ ଅନୁମୋଦନ ପାଇଁ ପଠାଇଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ
Read More...

ସୌର ଗୃହବତୀ ଅଚଳ, ଡିବିରୀ ଆଲୁଅ ଭରସାରେ ଆଦିବାସୀ

ଦଶପଲ୍ଲା,୧୭/୧: - ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଆଶ୍ରଡା, ପାନାବାରୀ, ତାବଡା ଭଳି ଅନେକ ଆଦିବାସୀ ଗାଁରେ ଏବେବି ଅନ୍ଧାର ରାଜ୍‌ କରୁଛି । ଏହି ଗାଁକୁ ବିଦ୍ୟୁତ୍‌ ସଂଯୋଗ ନଥିବାବେଳେ ସରକାରୀ ଯୋଜନାରେ ଯୋଗାଇ ଦିଆଯାଇଥିବା ସୋଲାର ପ୍ରକଳ୍ପ ମଧ୍ୟ ଅଚଳ ହୋଇଯାଇଛି । ଗାଁରେ ବସବାସ କରୁଥିବା
Read More...

ରୋହିତ ହେବେ ଟେଷ୍ଟ ଦଳର ଅଧିନାୟକ, ଖୁବଶୀଘ୍ର ଘୋଷଣା କରିପାରେ ବିସିସିଆଇ

ନୂଆଦିଲ୍ଲୀ : ହିଟମ୍ୟାନ ଭାବେ ପରିଚିତ ଭାରତର ଓପନର ରୋହିତ ଶର୍ମା ଏଣିକି ଭାରତୀୟ କ୍ରିକେଟ ଦଳର ସମସ୍ତ ଫର୍ମାଟର ଅଧିନାୟକ ହେବାକୁ ଯାଉଛନ୍ତି । ପୂର୍ବରୁ ରୋହିତ ଶର୍ମା ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ହୋଇସାରିଛନ୍ତି । କୁହାଯାଉଛି ଯେ, ରୋହିତ ଶର୍ମା ଟେଷ୍ଟ ଟିମର ଅଧିନାୟକତ୍ୱ ଦାୟିତ୍ୱ
Read More...

୫ ମୋବାଇଲ ଲୁଟେରାକୁ କାବୁକଲା ପୁରୀ ପୁଲିସ

ପୁରୀ: ପୁରୀରେ ଆତଙ୍କ ସୃଷ୍ଟି କରିଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଶେଷରେ ପୋଲିସ କବଜାରେ । ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ପଞ୍ଝାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ୨୫ଟି ଦାମି ମୋବାଇଲ, ଗୋଟିଏ ସ୍କୁଟି ଓ ବାଇକ ଜବତ କରିଛି ।
Read More...