ଜାଣନ୍ତୁ ଆପଣଙ୍କ ପଞ୍ଚାୟତରେ କେବେ ଭୋଟ୍‌

ଭୁବନେଶ୍ୱର ୧୧।୦୧ : କଳ୍ପନାଜଳ୍ପନାରେ ହେଲା ଅନ୍ତ । ସବୁ ଆଶା ଓ ଆଶଙ୍କାରେ ପଡିଲା ପୂର୍ଣ୍ଣଚ୍ଛେଦ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏକ ପ୍ରେସ୍‌ମିଟ୍‌ ଜରିଆରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା
Read More...

ଡଃ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଜେପି ଅନୁସୂଚିତ ଜାତି ତରଫରୁ ଧାରଣା

ବୌଦ୍ଧ,୧୦/୧- ଆଜି ଜିଲ୍ଲା କୋର୍ଟଛକ ବୌଦ୍ଧ ଠାରେ ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ରାଜୀବ କୁମାର ଦେହୁରୀଙ୍କ ନେତୃତ୍ୱରେ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ
Read More...

ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିଲେ ସିରାଜ

କେପଟାଉନ : ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ତୃତୀୟ ଟେଷ୍ଟ ମ୍ୟାଚ । ତେବେ ତା ପୂର୍ବରୁ ଭାରତକୁ ଲାଗିଛି ଏକ ଝଟକା । ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ସଫଳ ବୋଲର ମହମ୍ମଦ ସିରାଜ । ଜୋହାନ୍ସବର୍ଗ ଟେଷ୍ଟରେ ସେ ଆହତ ହୋଇଥିଲେ । ସେ ୧୫.୫ ଓଭର ପରେ ଆଉ
Read More...

୧୨ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ, ବଢ଼ିଲା ଚାକିରି ପାଇଁ ବୟସ ସୀମା

ଭୁବନେଶ୍ୱର, : ରାଜ୍ୟ ସରକାର ଆଜି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୨ଟି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏଥି ମଧ୍ୟରୁ ଚାକିରି କ୍ଷେତ୍ରରେ ବୟସ ସୀମାକୁ କ୍ୟାବିନେଟ କୋହଳ କରିଛନ୍ତି । ଏହାଦ୍ୱାରା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆବେଦନ କରିବାକୁ ବଞ୍ଚିତ ହେଉଥିବା
Read More...

ଋଣ ନମିଳିବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ

ବାଙ୍ଗାଲୋର : କୌଣସି କାମ ଯଦି ହୋଇ ନପାରିଲା,ଅସନ୍ତୁଷ୍ଟ ହେବା ସ୍ୱାଭାବିକ । ଏମିତି କିଛି ବ୍ୟକ୍ତି ଅଛନ୍ତି,ଚାହୁଁଥିବା କାମ ନହୋଇପାରିଲେ ଚିଡ଼ଚିଡ଼ା ହୋଇଯାଆନ୍ତି । ଘର ଲୋକଙ୍କୁ ଗାଳିମନ୍ଦ କରନ୍ତି । ଆଉ କିଛି ଲୋକ ଜିନିଷପତ୍ର ଫୋପଡ଼ାଫିଙ୍ଗା କରନ୍ତି । କୌଣସି ଅଫିସକୁ କୌଣସି କାମରେ
Read More...

ମଙ୍ଗଳ ମେମୋରିଆଲ କ୍ରିକେଟ ମ୍ୟାଚ୍‌ ଉଦଯାପିତ

ଭୁବନେଶ୍ୱର : ଭିଏସସନଗର ମା ଗୋଜବାୟାଣି କ୍ରିକେଟ୍‌ କ୍ଲବ ତରଫରୁ ମଙ୍ଗଳ ମେମୋରିଆଲ କ୍ରିକେଟ ମ୍ୟାଚ୍‌ ଉଦଯାପନ ଉତ୍ସବରେ ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଓ ଓଡିଶା ମୋ ପରିବାରର ଆବାହକ ଅରୁପ କୁମାର ପଟ୍ଟନାୟକ, ବିଜେଡ଼ି ରାଜ୍ୟ ସମ୍ପାଦକ କୁନ ବିହାରୀ ଦାସ, ଓଡ଼ିଶା
Read More...

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌

ଭୁବନେଶ୍ୱର:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌ । ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ କମିଶନର୍‌ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ସଂପର୍କିତ ପ୍ରସ୍ତୁତି ଉପରେ ଅବଗତ କରାଇଛନ୍ତି । ତେବେ ଆସନ୍ତାକାଲି ୧୧.୩୦ ରେ ନିର୍ବାଚନ ଆୟୋଗ ପଞ୍ଚାୟତ
Read More...

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ମହିଳା ସିଲାଇ ତାଲିମ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ମହିଳା ସିଲାଇ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ଅନୁଷ୍ଠାନର ସଭା ଗୃହରେ ଅନୁଷ୍ଠିତ ହୋଇଛି ।ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୨୬ ଜଣ ସ୍ୱୟଂ
Read More...

ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁର ମୂର୍ତ୍ତି ଚୋରି

ପୁରୀ : ଚନ୍ଦନପୁର ସୁନ୍ଦର ଗ୍ରାମରେ ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁର ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି ।ସୂଚନା ମୁତାବକ ଚନ୍ଦନପୁର ଥାନା ଅନ୍ତର୍ଗତ ସୁନ୍ଦର ଗ୍ରାମର ବହୁ ପୁରାତନ ଜଗନ୍ନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଅଷ୍ଟଧାତୁର ଲଷ୍ମୀ ନୃସିଂହ ମୂର୍ତ୍ତି
Read More...

ଅହମ୍ମଦାବାଦର ମଙ୍ଗ ଧରିଲେ ଲୋକାଲ ହିରୋ

ନୂଆଦିଲ୍ଲୀ : ଫିଟନେସ୍‌ ସମସ୍ୟା ସହ ସଂଘର୍ଷ କରୁଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ତାଙ୍କୁ ଆଇପିଏଲ୍‌ ୨୦୨୨ ପାଇଁ ଅଧିନାୟକ କରିବାକୁ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌ ନିଷ୍ପତ୍ତି ନେଇଛି । ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରଖିନଥିଲେ ।
Read More...