କେନ୍ଦ୍ର ବଜେଟକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ୍‌କୁ ପ୍ରଶଂସା କରିଛନ୍ତି।
Read More...

ଲୋକଙ୍କ ପାଇଁ ନୂଆ ଆଶା ଓ ସୁଯୋଗ ଆଣିଛି ବଜେଟ : ମୋଦି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କ ଦ୍ୱାରା ଆଜି ଲୋକସଭାରେ ଆଗତ ବଜେଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହା ଲୋକଙ୍କ ପାଇଁ ଆଶା ଓ ଅନେକ ସୁଯୋଗ ଆଣି ଦେଇଛି । ଏହା ଏକ ପ୍ରଗତିଶୀଳ ବଜେଟ । ଏଥିରେ ଅର୍ଥନୈତିକ ସ୍ଥିତି ସୁଦୃଢ କରିବା
Read More...

ଗୁମ୍ମା ବ୍ଲକରେ ଜିଲ୍ଲାପାଳଙ୍କ ଉନ୍ନୟନ ମୂଳକ କାର୍ଯ୍ୟ, ସ୍କୁଲ ପରିଦର୍ଶନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା । ସୂଚନା ଅନୁସାରେ ଶ୍ରୀ ପଣ୍ଡା ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ଓ ସେରଙ୍ଗରେ ଥିବା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡ଼ିଛି ।ସୂଚନା ଯୋଗ୍ୟ ଯେ ଏହି
Read More...

ଭୋଟ ସମୟରେ ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର, ରାସ୍ତା ମରାମତି ଓ ଡ୍ରେନ ନିର୍ମାଣ ଦାବି କଲେ ଗ୍ରାମବାସୀ

ପାଟଣାଗଡ : କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଗାଁକୁ ପକ୍କାଘର ରାସ୍ତା,ପ୍ରଧାନମନ୍ତ୍ରୀ ସଡକ ଯୋଜନା, ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ଭଳି ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରିଥାନ୍ତି,କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉଦାସୀନ ମନୋଭାବ
Read More...

ବୁର୍ଲା ପୁଲିସକୁ ବଡ଼ ସଫଳତା : ୧୦ଟି ବାଇକ ଜବତ, ବୌଦ୍ଧ ଜିଲ୍ଲାରୁ ୩ ଗିରଫ

ସମ୍ବଲପୁର : ବୁର୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି,ଚୋରି ହୋଇଯାଇଥିବା ଏକ ବାଇକକୁ ଉଦ୍ଧାର କରିବାକୁ ଯାଇ ପୁଲିସ ଏକ ଆନ୍ତଃ-ଜିଲ୍ଲା ବାଇକ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୦ଟି ବାଇକ
Read More...

ଶସ୍ତା ହେଲା ରନ୍ଧନ ଗ୍ୟାସ୍,ଜାଣନ୍ତୁ କେତେ ?

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।  କମରସିଆଲ ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି। ଗ୍ୟାସ୍ ଦରଦାମ୍
Read More...

ବଜେଟ୍ : ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?

:ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ହେଉଛି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍ । କରୋନା ଭାଇରସ୍ ପାଣ୍ଡମେକ୍ ଯୁଗରେ ଏହି ବଜେଟ୍ ଉପସ୍ଥାପିତ ହୋଇଛି । ଏହା ମଧ୍ୟ ଅର୍ଥମନ୍ତ୍ରୀ
Read More...

ଆଇପିଏଲ ମେଗା ନିଲାମ ପାଇଁ ବଡ ଘୋଷଣା କଲା ବିସିସିଆଇ, ବିଡ୍‌ରେ ସାମିଲ ହେବେ ଏତିକି ଖେଳାଳି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ର ମେଗା ନିଲାମ ସହ ଜଡିତ ବଡ ଘୋଷଣା ଆଜି କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଦ୍ୱାରା କରାଯାଇଛି । ଦୁଇ ଦିନିଆ ମେଗା ନିଲାମ ପାଇଁ ଆଇପିଏଲ୍‌ ୨୦୨୨ ମେଗା ନିଲାମର ତାଲିକା ଚୂଡାନ୍ତ ହୋଇଛି । ଆଇପିଏଲ୍‌ ୨୦୨୨ ର ମେଗା
Read More...

ଖୋଲିବ ଡିଜିଟାଲ୍‌ ବିଶ୍ୱ ବିଦ୍ୟାଳୟ, ପିଏମ୍‌-ଇ ବିଦ୍ୟା ୨୦୦ ଚ୍ୟାନେଲକୁ ହେବ ବିସ୍ତାର

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବଜେଟରେ ଡିଜିଟାଲ ଶିକ୍ଷା ତଥା ଅନଲାଇନ୍‌ ଶିକ୍ଷା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ କରୋନା ଅବଧିରେ ଶିକ୍ଷାର ଅନେକ କ୍ଷତି ହୋଇଛି, ତେଣୁ ଇ-ବିଷୟବସ୍ତୁ ଏବଂ ଇ-ଲର୍ନିଂକୁ ଉତ୍ସାହିତ
Read More...

ଜିଲ୍ଲାରେ ବୁଲିଲା କୋଭିଡ୍‌ ଟିକାକରଣ ଅଭିଯାନ ସଚେତନତା ରଥ

ନବରଙ୍ଗପୁର: କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନ ରଥ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା
Read More...